ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଞ୍ଜା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ (ଗୁରୁବାର ) ସ୍ଥାନୀୟ ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅରୂପା ନନ୍ଦ ଭୋଇ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ତଥା ବିଆରସିସି ଗୋଲାମୁଣ୍ଡା ଲବଣି ନାଏକ, ସମ୍ମାନିତ… Continue reading ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା

Collective felicitation of retired teachers

କଳାହାଣ୍ଡି, ୨୬|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭବାନୀପାଟଣା ସଦର ବ୍ଲକ ଅଧିନସ୍ଥ କନ୍ଧ ବାନ୍ଦୋପଲା ପ୍ରାଥମିକ ବିଦ୍ୟାଳୟ ଠାରେ ରିଷିଗାଁ ସିଆରସିସି ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ଏକ ସାମୁହିକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରସରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ମୂଖ୍ୟଅତିଥି , ସମ୍ମାନିତ ଅତିଥି ଭାବରେ ଟିକ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ସେନାପତି, ଅନ୍ୟତମ ସମ୍ମାନିତ ଅତିଥି ନରେଙ୍ଗଖୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ… Continue reading ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା

ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ

ବାଳକାଟି: ସକାଳ ୮ଟା୧୫ମିନିଟ୍ ସମୟରେ ଅନଲାଇ ଏବଂ ଅଫଲାଇନ ମାଧ୍ଯମରେ ଚକରଇଷ୍ଟିଚ୍ବୁଟ ଅଫ ଯୋଗ ଟ୍ରଷ୍ଟ ତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ ହୋଇଯାଇଛି | ଏଥିରେ ଟ୍ରଷ୍ଟର ସମ୍ପାଦକ ତଥା ଯୋଗଏବଂ ପ୍ରାକୂତିକ ଚିକିତ୍ସକ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ବିଶ୍ବ ଧ୍ଯ୍ଯାନ ଦିବସଟିକୁ ଅନଲାଇନ ଜରୀଆରେ ଭଦ୍ରକରୁ ହିମାଂଶୁ ଶେଖର ରାଉତ,ମତୋରୁ ସୁବ୍ରବତ ସାହୁ,ନିଆଳିରୁ ସୁନିତା ଲେଙ୍କା ଏବଂ ବାଲେଶ୍ବରରୁ ସୁଶ୍ରୀଦିବ୍ଯଜ୍ଯୋତି ପରିଡା ଉପସ୍ଥିତ ରହି ଧ୍ଯ୍ଯାନ ବିଷୟରେ ବୁଝିବାପରେ… Continue reading ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ

ବଢିଲା ଗଣଶିକ୍ଷକଙ୍କ ଦରମା

ବଢିଲା ଗଣଶିକ୍ଷକଙ୍କ ଦରମା । ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଏହାଦ୍ୱାରା ରାଜ୍ୟର ୧ ହଜାର ୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକ ମାନଙ୍କ… Continue reading ବଢିଲା ଗଣଶିକ୍ଷକଙ୍କ ଦରମା

You cannot copy content of this page