କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ହୁ୍ୟମାନ ସାଗର । ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (ଇଓଓଗଝ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ଅନେକ ରୋମାଣ୍ଟିକ ଗୀତ ଗାଇ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ଲିଭର୍ ଏବଂ କିଡନୀ ଜନିତ… Continue reading କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ

ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ

ଚିଲିକା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଛନ୍ତି।ସେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟସ୍ଥ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ… Continue reading ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ

ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେନ୍ଦ୍ରସରକାରଙ୍କ ଅଧିନରରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ ଉତ୍ପାଦିତ ଗୋଳାବାରୁଦ ବିକ୍ରିର ମୂଲ୍ୟ ମାତ୍ର ୩ ବର୍ଷରେ ଦ୍ୱିଗୁଣିତ ହୋଇସାରିଛି । ଏହା ୨୦୨୧- ୨୨ ବର୍ଷରେ ୪୪୩ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ବୃହତ ରପ୍ତାନୀ ଅର୍ଡର ମଧ୍ୟ ପାଇଛି । ନିଗମର ଅନ୍ୟ କାରଖାନାମାନଙ୍କ ତୁଳନାରେ ଏହା ଏକ ଅଗ୍ରଣୀ… Continue reading ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରରୁ ଲୁଟି ନେଲେ ୬୯ ହଜାର ଟଙ୍କା

ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରରୁ ଲୁଟି ନେଲେ ୬୯ ହଜାର ଟଙ୍କା କଳାହାଣ୍ଡି,୨୫|୩ (ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସ ଥାନା ଅଧିନସ୍ଥ ପଣ୍ଡିଗାଁ ଠାରେ ଘଟିଛି ଏକ ଡକାୟତି ଘଟଣା। ଜନୈକ ଚାଷୀଙ୍କ ଘରରୁ ୬୯ ହଜାର ଟଙ୍କା ପିସ୍ତଲ ଦେଖାଇ ମୁଖା ପିନ୍ଧା ଦୁର୍ବୁତ୍ତ ଲୁଟି ନେଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବରୁଣ ମାଝୀ ନାମକ ଜନୈକ ଚାଷୀ ପ୍ରବଳ… Continue reading ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରରୁ ଲୁଟି ନେଲେ ୬୯ ହଜାର ଟଙ୍କା

ଓଡ଼ିଆ ଝିଅ ସମ୍ବେଦନାଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ଓଡ଼ିଆ ଝିଅ ସମ୍ବେଦନା ମହାପାତ୍ର ବ୍ୟାଗରେ ଛବି ଆଙ୍କି ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି। ନୂଆଦିଲ୍ଲୀ ଠାରେ କଳାକାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ବିଷୟବସ୍ତୁ କୁ ନେଇ ୨୫୧ ଟି ବ୍ୟାଗ୍ ଅଙ୍କନ କରି ବିଶ୍ୱରେକର୍ଡ କରିଛନ୍ତି। ଏହି ଛବି ପରିବେଶ ଉପଯୋଗୀ ଓ ପ୍ଲାଷ୍ଟିକ୍ ବ୍ୟବହାର ଅପକାରିତାର ବାର୍ତ୍ତା ସମଗ୍ର ବିଶ୍ୱକୁ ଦେବ ବୋଲି ସମ୍ବେଦନା ମହାପାତ୍ର ପ୍ରକାଶ କରିଛନ୍ତି। ଅଂଚଳ ପାଇଁ ଗୌରବ ଆଣିଥିବା ସମ୍ବେଦନା ହେଉଛନ୍ତି ଓଡ଼ିଶା… Continue reading ଓଡ଼ିଆ ଝିଅ ସମ୍ବେଦନାଙ୍କ ବିଶ୍ୱ ରେକର୍ଡ

ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା,୧୪|୨: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ୮ମ ଯଶୁଆପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢ଼ାଲି , ଢେଙ୍କାନାଳ ବାଣିଜ୍ୟିକ ଟିକସ ଏବଂ ଜିଏସ୍ଟି ବିଭାଗର ଡେପ୍ୟିଟି କମିସନର… Continue reading ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, 14/02: ଜାମୁକାଶ୍ମୀର ର ପୁଲୱାମା ଠାରେ ଛବର୍ଷ ପୂର୍ବେ 2019 ମସିହା ରେ ଆତଙ୍କବାଦୀ ଆକ୍ରମଣରେ 40ଜଣ ବୀର ଯବାନ ଶହୀଦ ହେଇଥିଲେ l ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ମହିମା ସେବା ଫାଉଣ୍ଡେସନ ଓ ସବୁଜଭାରତ ସଂଗଠନର ମିଳିତ ପ୍ରୟାସରେ ଶହୀଦ ମାନଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଓ ବୀର ଯବାନଙ୍କ ଭୂମିକା ସମ୍ପର୍କ ରେ ସ୍ମୃତିଚାରଣ କରାଯାଇଥିଲା l ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟପ୍ରାଣ ବ୍ରଜବନ୍ଧୁ ପରିଡା, ସମାଜସେବୀ… Continue reading ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରାଙ୍କୁ ସମ୍ବର୍ଦ୍ଧନା

ଢ଼େଙ୍କାନାଳ: ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରା ଜାତୀୟ ଗଣତନ୍ତ୍ର ଦିବସରେ ଯୋଗଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀରୁ ପ୍ରଥମ ଥର ପାଇଁ NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରା ଜାତୀୟ ଗଣତନ୍ତ୍ର ଦିବସରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଲି ଓ ସାଂସ୍କୃତିକ ପ୍ରତିଯୋଗିତା ସମେତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ବିଦ୍ୟାଳୟର ପ୍ରଧାନ… Continue reading NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରାଙ୍କୁ ସମ୍ବର୍ଦ୍ଧନା

କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦାନ

koksara new BDO Join

କଳାହାଣ୍ଡି: (ରିପୋର୍ଟ ପ୍ୟାରିଲାଲ ଦୁର୍ଗା): କୋକସରା ବ୍ଳକରେ ଗୁରୁବାର ନୂତନ ବିଡିଓ ଭାବେ ହିମାଞ୍ଚଳ ମାଝୀ ଯୋଗ ଦେଇଛନ୍ତି । ଏବଂ ଭାରପ୍ରାପ୍ତ ବିଡ଼ିଓ ବିଶ୍ବନାଥ ରାଉତଙ୍କଠାରୁ ସେ’ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଡିଓ ଶ୍ରୀମାଝୀ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ କାର୍ଯ୍ୟରତ ରହିଥିଲେ । ସେ’ କାର୍ଯ୍ୟରେ ଯୋଗଦେବା ପରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ବରିଷ୍ଠ କିରାଣୀ ବିନୋଦ ନାଏକ, ହିସାବ ରକ୍ଷକ ଅଶୋକ ସେଠି,… Continue reading କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ମେଡିକାଲ୍ ତାଲା ଭାଙ୍ଗି ଚୋରି

ଭୁବନ: ଓଡ଼ିଶ ଗ୍ରାମପଂଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରୁ ରାତ୍ର ପ୍ରାୟ ୧୦ ଟା ବେଳେ ଚୋରି ହୋଇଥିବା ସୂଚନା ମିଳିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଚୋରମାନେ ତାଲା ଭାଙ୍ଗି କେନ୍ଦ୍ରରେ ଥିବା କମ୍ପ୍ୟୁଟର ସହ ଟିଭିକୁ ଚୋରି କରିନେଇଯାଇଥିବା ସୂଚନା ମିଳିଛି । ତେବେ ଏହି ଚୋରି ଘଟଣାକୁ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ଲାଗିଥିବା ସିସି ଟିଭି କ୍ୟାମେରା ଯାଂଚରୁ କିଛି ଜଣାପଡୁନାହିଁ ।… Continue reading ମେଡିକାଲ୍ ତାଲା ଭାଙ୍ଗି ଚୋରି

You cannot copy content of this page