ଅରୋଶିଖା ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସହାୟତା

ବାଲିଅନ୍ତା, 16/01/25: ସାମାଜିକ ଅନୁଷ୍ଠାନ ଅରୋଶିଖା ପକ୍ଷରୁ ବାଲିଅନ୍ତା ବ୍ଲକ ର ପ୍ରାୟ 35 ଜଣ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଶୀତବସ୍ତ୍ର, ଖେଳ ବଲ ପ୍ରମୁଖ ଅନୁଷ୍ଠାନର ଉପାଧ୍ୟକ୍ଷ ତଥା ଦିବ୍ୟାଙ୍ଗ ସାଥି ଚନ୍ଦ୍ର ପ୍ରକାଶ ଓ ଅନୁଷ୍ଠାନର ସମ୍ପାଦକ ପଦ୍ମ ଚରଣ ମହାପାତ୍ର ବଣ୍ଟନ କରିଥିଲେ I ଅସହାୟ ଓ ଅଭାବୀଙ୍କ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହିତ ଆଗକୁ ଏହି ପ୍ରୟାସ ବାଲିପାଟଣା ବ୍ଲକ ସହ ବିଭିନ୍ନ ପ୍ରାନ୍ତ ରେ କରାଯିବ ବୋଲି କହିଥିଲେ I କାର୍ଯ୍ୟକ୍ରମ କୁ ଫିଜିଓ ଥେରାପି ଡାକ୍ତର ସଂଜୀବ ଓ ରିଙ୍କି ସହାୟତା ପ୍ରଦାନ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page