ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଆଶ୍ରୟ ପକ୍ଷରୁ ସ୍ଥାନୀୟ ରେଡକ୍ରସ ଭବନଠାରେ ଆଶ୍ରୟ ସେବା ସଂସ୍କୃତି ଉସôବ ସହିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ସଦସ୍ୟ ବିଶିଷ୍ଟ ସାହିତି୍ୟକ, ସ୍ତମ୍ଭକାର ଦାସବେନହୂର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ସାହିତି୍ୟକ ଡ. ସୁଦର୍ଶନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ନିରଂଜନ ସାହୁ, ବରିଷ୍ଠ ସାହିତି୍ୟକା ଶୈଳରାଣୀ ମିଶ. ବିଜୟା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେବାର ଯୁଗେ ଯୁଗେ ମହତ୍ୱ ରହିଆସିଛି ଓ ଆଗାମୀ ଯୁବପୀଢ଼ି ଉକôଳ ମଣି ଗୋପବନ୍ଧୁ , ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ତଥା ଯେଉଁମାନେ ସମର୍ପିତ ଭାବେ ସେବା ପାଇଁ ନିଜ ଜୀବନ ଉସôର୍ଗ କରିଥିଲେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ସମର୍ପିତ ଭାବେ ଆଶ୍ରୟ କାର୍ଯ୍ୟ କରୁଥିବା ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ନିଦେ୍ର୍ଦଶକ ଲୋକନାଥ ଦାଶଙ୍କ ସଂଯୋଜନାରେ ସାହିତି୍ୟକ, ଲେଖକ କୁଳମଣି ଷଡ଼ଙ୍ଗୀଙ୍କ ପୁସ୍ତକ ଯୁଗେ ଯୁଗେ ସେବା ଓ ଆଶ୍ରୟର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଅରବିନ୍ଦ ତ୍ରିପାଠୀ ଓ ବିଭୂଦତ ତ୍ରିପାଠୀଙ୍କୁ ଆଶ୍ରୟ ପକ୍ଷରୁ ସମ୍ମାନିତ କରାଯାଇଥିଲା । କବି ଶରତକୁମାରୀ ମିଶ୍ର, ରାମକୃଷ୍ଣ ମହାରଣା, ବୈକୁଣ୍ଠନାଥ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ରମେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପ୍ରଫୁଲ୍ଲ ନାହାକଙ୍କ ଦ୍ୱାରା ଦାସକାଠିଆ ପରିବେଶଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସାହିତି୍ୟକ, ଲେଖକ, ସମାଜସେବୀ ଯୋଗଦାନ କରିଥିଲେ ।
କୁଳମଣି ଷଡ଼ଙ୍ଗୀଙ୍କ ‘ହଜିଲା ଅତୀତ ଅଭୂଲା ସ୍ମୃତି’ ଲୋକାର୍ପିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସାଇ ଆଶ୍ରିତ ରାଜକିଶୋର ମହାପାତ୍ରଙ୍କ ପରଲୋକ ।
ଚିଲିକା, ୭।୫: ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଆଶ୍ରିତ ରାଜକିଶୋର ମହାପାତ୍ର ଆଉ ନାହିଁନ୍ତି । ଆଜି ନିଜ ଜନ୍ମ ସ୍ଥାନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁରସ୍ଥ ବାସଭବନ ଠାରେ ତାଙ୍କର ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ I
ଚିଲିକା,୭।୫: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଇଂ କର୍ପୂର
ଡବଲ୍ ଟ୍ୟାକ୍ସେସନ୍ ବନ୍ଦ ହେବା ଉଚିତ୍: ଆମେ ଭୁବନେଶ୍ୱରିଆ ସଂଗଠନ ୨୦୦୦ ସମର୍ଥନ ଦସ୍ତଖତ ପ୍ରଦାନ କରି ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦାବି l
ପ୍ରେସ୍ ରିଲିଜ୍ ଭୁବନେଶ୍ୱର, ୭ ମଇ ୨୦୨୬ – ଆମେ ଭୁବନେଶ୍ୱରିଆ ସଂଗଠନ (ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ)ର ଏକ ଶକ୍ତିଶାଳୀ ପ୍ରତିନିଧି ମଣ୍ଡଳୀ ଆଜି ବିଏମ୍ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କୁ ଭେଟି ଅବୈଧ ୟୁଜର ଫି
ନୂତନ ମଦ ଦୋକାନ ଖୋଲିବା ବାରଣରେ ସେବା ପ୍ରତିନିଧି ଓ ମିଳିତ ନିଶା ନିବାରଣ ଅଭିଯାନ
ବାଲିଅନ୍ତା/ ଭୁବନେଶ୍ୱର ୦୭/୦୫:- ଓଡ଼ିଶା ରାଜ୍ୟରେ ପ୍ରତିଦିନ ପତ୍ର ପତ୍ରିକାରେ ଯେତେ ପ୍ରକାର ଦୁର୍ଘଟଣାମାନ ଘଟି ଚାଲିଛି ତାହାର ମୂଳରେ ମଦ ନିଶା।ମଦ ଖାଇବା ଦ୍ୱାରା ମଣିଷ ହିଂସ୍ର ହୋଇ ବିଭିନ୍ନ ଅକର୍ମ/କୁକର୍ମ କରିଚାଲିଛି। ଏହାକୁ ହୃଦୟଙ୍ଗମ କରି ପୂର୍ବତନ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ
କୋଲକତା,୭/୫:ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ ନେଲାଣୀ |ଗତ ୨୪ ଘଣ୍ଟାରେ ଭିନ୍ନ ଭିନ୍ନ ସ୍ଥାନରେ ଉତ୍ତେଜନାରୁ
ବିଭୂତି ଭୂଷଣ ମହାପାତ୍ର ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଲେ ।
ଚିଲିକା,୬।୫:ଖୋର୍ଦ୍ଧା ଆରକ୍ଷୀ ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଛନ୍ତି। ଏହି ଥାନା ର ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ସ୍ଥାନାନ୍ତର ପରେ ସେହି ସ୍ଥାନରେ ଶ୍ରୀ ମହାପାତ୍ର ଯୋଗ
T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂଲି ପାରୁନାହିଁନ୍ତି
କୋଲକାତା ୬।୫।୨୦୨୬.ପଶ୍ଚିମ ବଙ୍ଗରେ T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ମଧ୍ୟ ଭୂଲି ପାରୁନାହିଁନ୍ତି । ସେଥିପାଇଁ ସେ ବି ଜେ ପି ଏବଂ ନିର୍ବାଚନ କମିଶନଙ୍କ ଉପରେ ଦୋଷ।ରୋଗ କରୁଛନ୍ତି। ଅଜି ବେଙ୍ଗଲରେ ପ୍ରେସ୍ କନ୍ଫ୍ରେସନ୍
ବୋଲଗଡରେ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ।
ଚିଲିକା,୬।୫: ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ଯ ଓ ପ୍ରାଥମିକ ଶିକ୍ଷକ ସଂଘ (ଏନ୍.ପି.ଏସ୍.)ର
ସଂଗୀତ ସିଡ଼ି ଉନ୍ମୋଚିତ ସହିତ କର୍କଟ ପୀଡିତାଙ୍କୁ ସହାୟତା
ଭୁବନେଶ୍ୱର ତା 05/05/26 ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ର ଅଗ୍ରଣୀ ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ମାନରେ ଶୁଭ ସଂଗୀତ
ବାଳକାଟି ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ପଦଯାତ୍ରା ଓ ସମାବେଶ
ବାଲିଅନ୍ତା,୫|୫( ଗୋବର୍ଦ୍ଧନ ଦାସ):ଦେଶର ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ମହିଳାଙ୍କ ଭୁମିକା ଅତୁଳନୀୟ l ସେମାନଙ୍କ ବିନା ଦେଶର ଅଗ୍ରଗତି ଅସମ୍ଭବ l ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଂସଦରେ ମହିଳାଙ୍କ ନିମନ୍ତେ "ନାରୀ ଶକ୍ତି ବନ୍ଦନ ଅଧିନିୟମ" ପାରିତ
ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଯୋଗଦେଲେ ଇନ୍ସପେକ୍ଟର ଶ୍ରଦ୍ଧା ନାୟକ
ଚିଲିକା,୫।୫:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନାର ଆଇ.ଆଇ.ସି ଜୟ ପ୍ରକାଶ ପରିଡାଙ୍କ ବାଣପୁର ଥାନାକୁ ବଦଳି ହେବ ପରେ ସୋମବାର ଦିନ ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରଦ୍ଧା ନାୟକ ।. ଶ୍ରଦ୍ଧା ନାୟକ ଏହା ପୁର୍ବରୁ ଟାଙ୍ଗୀ
ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ
ଭୁବନେଶ୍ୱର - 04/05/26 ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ସହଦେବ ଜୟସିଂହ ଅଧ୍ୟକ୍ଷତା ଓ ବରିଷ୍ଟ ସଂଯୋଜକ ଆଶିଷ ବେବର୍ତ୍ତାଙ୍କ
ଦିଶା ପ୍ରୋଜେକଟ (ନିଶା ନିବାରଣ) କେନ୍ଦ୍ର ଅନୁମତିକୁ ନେଇ ବଡ଼ ଦୁର୍ନୀତିର ଅଭିଯୋଗମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ୱର ତା 03/05/26 ଓଡ଼ିଶା ସରକାରଙ୍କ SSEPD ବିଭାଗ ତରଫରୁ ୨୦୨୫-୨୬ ବର୍ଷ ପାଇଁ ୫ ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲା ର ଭୁବନେଶ୍ୱର ପାଇଁ DISHA PROJECT (ନିଶା ନିବାରଣ) କେନ୍ଦ୍ର
ଗଣମାଧ୍ୟମର ଉତ୍ତର ଦାଇତ୍ୱ ବହୁ ଗୁଣରେ ବୃଦ୍ଧି ପାଇଚିଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ “ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ “ଅନୁଷ୍ଠିତ
ଭୁବନେଶ୍ୱର ତା 04/05/26 ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ "ଡେନିମ ଆଣ୍ଡ ବ୍ଲୁସ "ପକ୍ଷରୁ ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ନିର୍ଦ୍ଧେଶକ ପ୍ରିୟାଂଶୁ ପ୍ରିୟଦେବ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ
ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରୀ ବୋଲଗଡ଼ ବ୍ଲକରେ ଟପର୍ |
ଚିଲିକା,୩।୪:ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋଡର୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଛି। ବୋଲଗଡ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟ ଅନ୍ତର୍ଗତ ୨୯ଟି ମାଧ୍ଯମିକ ବିଦ୍ୟାଳୟର ସମୁଦାୟ ୧୫୭୯ଜଣ ବିଦ୍ୟାର୍ଥୀ ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ରେ ୧୫୦୪ ଜଣ ଛାତ୍ରଛାତ୍ରୀ
ବାଦି ପାଲା ଅବସରରେ ଗାୟକ ହେଲେ ସମ୍ବର୍ଦ୍ଧିତ
ଓଡ଼ିଶ ଗ୍ରାମରେ ବାଦି ପାଲା ଅନୁଷ୍ଠିତ ହୋଇଯାଇଛି। ଏହି ବାଦି ପାଲା ୫ ଦିନ ଧରି ଚାଲୁରହିଥିଲାବେଳେ ପ୍ରାୟ ଆଖପାଖର ପାଲା ପ୍ରେମୀ ଉପସ୍ଥିତ ରହି ଏହି ଆଧ୍ୟାମିôକତାର ଆନନ୍ଦ ଲାଭ କରିଥିଲେ। ଏହାସହ ବାଦିପାଲା ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲାବେଳେ
ମଦନମୋହନ ଦେବଙ୍କ ପୀଠରେ ୩୧ ତମ ରାମଚରିତ ମାନସ ଉଦଯାପିତ..ନିର୍ମାଣ ହେବ ଶ୍ରୀରାମ ମନ୍ଦିର
ବାଲିଅନ୍ତା, ୩|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ଧରି ଚାଲିଥିବା ୩୧ ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଶ୍ରୀରାମ ଚରିତ
ଉନ୍ମୋଚିତ ହେଲା ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ।
ଭୁବନେଶ୍ୱର ତା 02/05/26ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚିତ ହୋଇଯାଇଛି, ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ
ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ପରୀକ୍ଷା ଫଳାଫଳମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ବାଲିଅନ୍ତା ୦୨/୦୫(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳାଫଳ ଉତ୍ସାହଜନକ ରହିଛି। ବ୍ଲକର ମୋଟ ୨୦ଟି ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ଲକରୁ
ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଛାତ୍ରୀ ରୂପା ସେଣ ବାଣପୁର ବ୍ଲକ ଟପର ।
ଚିଲିକା,୨।୫:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବାଣପୁର ବ୍ଳକ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶତକଡା ୯୬. ୩୩ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଣପୁରରେ ଶତକଡା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment