ଭୁବନେଶ୍ୱର-୦୭/୦୮/୨୦୨୬: ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତ ଆଜି ଅପରାହ୍ନ ୩ ଘ. ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୮୭ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗୀୟା ରାଉତ ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନର ଆଜୀବନ ଟ୍ରଷ୍ଟି ଥିଲେ । ସେ ଜଣେ ଧର୍ମପରାୟଣା, ପୁଜ୍ୟପୂଜାପ୍ରାଣ, ସରଳ ବନ୍ଧୁ ବସôଳା ମହିଳା ଥିଲେ । ଶ୍ରୀମତୀ ରାଉତ ଙ୍କ ସ୍ୱାମୀ ଭୁବନେଶ୍ୱର ରେ ଜଣେ ପ୍ରତିଷ୍ଠିତ ପ୍ରଧାନ ଶିକ୍ଷକ ଥିଲେ ସ୍ୱର୍ଗତ ଭଗବାନ ରାଉତ । ମୃତୁ୍ୟ ଶଯ୍ୟା ନିକଟରେ ଡଃ ଜ୍ଞାନେନ୍ଦ୍ର ଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ବଡ଼ ପୁଅ ପୂର୍ବତନ ଅର୍ଥ ଅଧିକାରୀ ଅବନୀକାନ୍ତ ରାଉତ, ଝିଅ ଶିକ୍ଷୟତ୍ରୀ ପ୍ରଣତୀ ରାଉତ ଓ ପୁତ୍ର ଭବାନୀକାନ୍ତ, ନଳିନୀକାନ୍ତ ରାଉତ, ନାତୁଳୀ ଗାୟତ୍ରୀ ଜ୍ଞାନେଶ୍ୱରୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଅରବିନ୍ଦ ନଗର ଆବାସିକ ସଂଘର ସେ ବରିଷ୍ଠ ସଦସ୍ୟା ଥିଲେ । ତାଙ୍କ ବିୟୋଗରେ ଶ୍ରୀ ଅରବିନ୍ଦ ନଗରବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଆଜି ରାତ୍ରୀରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ହେବ ବୋଲି ଡଃ ଜ୍ଞାନେନ୍ଦ୍ର ଙ୍କ ସୂତ୍ରରୁ ପ୍ରକାଶ ବୋଲି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।
ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ
ଭୁବନେଶ୍ୱର-୦୭/୦୮/୨୦୨୬: ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତ ଆଜି ଅପରାହ୍ନ ୩ ଘ. ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୮୭ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି ।
ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
07/08/26 ବନ୍ୟା ବିପନ୍ନଙ୍କ ଉଦେଶ୍ୟରେ ଦଶରଥପୁର ଯୁବ କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ଦେଖାଯାଇଛି । ବ୍ଲକସ୍ଥ କସପା, ତରପଦା, ମଲିକାପୁର, ନିଜାମପୁର, ଦୁଦୁରାଅଣ୍ଟା, କମାରଡିହ, କୟାଁ ଆଦି ପଞ୍ଚାୟତରେ ପ୍ରାୟ ୧୫ ଶହ ପରିବାରକୁ ମୁଡି, ବିସ୍କୁଟ,
ସାମ୍ବାଦିକ ମାନେ ସମାଜର ଆଇନା
ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତବାଲିଅନ୍ତା,୭|୮:ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର
ସମାଜସେବୀ ଗୋଲାପ ଦାସଙ୍କ ଏକାଦଶାହରେ ଶ୍ରଦ୍ଧା ସୁମନ ଅର୍ପଣ
ଚିଲିକା, ୭। ୮:ଚିଲିକା ବ୍ଲକ କୁମାଣ୍ଡାଳପାଟଣା ପଞ୍ଚାୟତ କୁମାଣ୍ଡାଳ ଗ୍ରାମ ନିବାସୀ ଦିବାକର ଦାସଙ୍କ ପତ୍ନୀ ତଥା ଚିଲିକା ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ମା' ଗୋଲାପ ଦାସ (୮୫)ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଚଳୀ ସଭା ଅନୁଷ୍ଠିତ ହୋଇଥିଲା
ନାଚୁଣୀ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ ପାଳିତ ।
ଚିଲିକା, ୭। ୮(ସ.ମି.ସ) ନାଚୁଣୀ ମହାବିଦ୍ୟାଳୟର ୪୬ ତମ ପ୍ରତିଷ୍ଠା ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ କୁମାର ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା
ବାଲୁଗାଁ ପାଇଁ ୨୦୫୧ ପର୍ଯ୍ୟନ୍ତ ରୋଡମ୍ୟାପ୍ ପ୍ରସ୍ତୁତ, GIS ଟେକନୋଲୋଜିରେ ହେବ ସ୍ମାର୍ଟ ବିକାଶ..
ଚିଲିକା, ୭।୮:ବାଲୁଗାଁ ଅଞ୍ଚଳର ସୁପରିକଳ୍ପିତ ଏବଂ ସ୍ଥାୟୀ ବିକାଶ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବାଲୁଗାଁ ପ୍ଲାନିଂ ଏରିଆ ପାଇଁ GIS/RS ଆଧାରିତ ମାଷ୍ଟର ପ୍ଲାନ–୨୦୫୧ ର ଉପସ୍ଥାପନାର ସମୀକ୍ଷା
ବାଲୁଗାଁ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଆଲୋଚନାଚକ୍ର |
ଚିଲିକା, ୭। ୮: ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଛାତ୍ରୀମାନଙ୍କ ସୁରକ୍ଷା, ଶୃଙ୍ଖଳା ଓ ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର
ନିଶାଶକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପରେ ଘରକୁ ପଠାଇଲା ବାଲୁଗାଁ ପୋଲିସ
ଚିଲିକା, ୭।୮:ବର୍ତ୍ତମାନ ସମୟରେ ମାନବିକତା ବଞ୍ଚି ରହିଛି।ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ବାଲୁଗାଁ ପୋଲିସ।ଖବର ମୁତାବକ ଗୁରୁବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଗାନ୍ଧୀ ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ପଡି ସାଧାରଣ ଜନତାଙ୍କୁ ଗାଳିଗୁଲଜ କରୁଥିବା ଦେଖି ସ୍ଥାନୀୟ ଲୋକେ ୧୧୨
ସ୍କାଉଟ ଆଣ୍ଡ ଗାଇଡ଼ ନିର୍ବାଚନରେ ମନ୍ତ୍ରୀ ଅଯଥା ହସ୍ତକ୍ଷେପ ବନ୍ଦ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରନ୍ତୁ : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 6 ରିଖ l ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ନିର୍ବାଚନ ପ୍ରକ୍ରିୟାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ବାରମ୍ବାର ବେଆଇନ ହସ୍ତକ୍ଷେପ ଅତ୍ୟନ୍ତ ନିନ୍ଦନୀୟ l ସ୍କୁଲ
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଭଦ୍ରକ ବ୍ଲକ ଜଗଦଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରସତିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରସତିଆର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଗିରଥ ନାୟକ ସଭାପତିତ୍ଵ କରିଥିଲେ
ପୁନର୍ବାର ତ୍ରୁଟି ପିଲାଙ୍କୁ ମୂର୍ଖ କରିବାକୁ ଷଡଯନ୍ତ୍ର ! ଭୁଲ ବହି ପ୍ରତ୍ୟାହାର ନହେଲେ ଆସନ୍ତା 17 ତାରିଖରୁ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ
ଭୁବନେଶ୍ୱର ତା 4 ରିଖ l ସତେ ଯେମିତି ପିଲାଙ୍କ ପାଠ ପଢା ପାଇଁ ସରକାରଙ୍କ ଧ୍ୟାନ ହିଁ ନାହିଁ l ପ୍ରଥମ ଶ୍ରେଣୀ ବହିରେ ପୁଣି ମହାତ୍ରୁଟି l ବର୍ଣମାଳାରେ ସ୍ୱର ବର୍ଣ ଓ ବ୍ୟଞ୍ଜନ ବର୍ଣକୁ ନେଇ ଘୋର
ଆତ୍ମହତ୍ୟା କରୁଥିବା ଯୁବକକୁ ଦେବ ଦୂତ ସାଜି ଜୀବନ ବଞ୍ଚାଇଲେ ଥାନା ଅଧିକାରୀ।
ବାଲିଅନ୍ତା, ୦୫/୦୮(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ପରେ ପୁଲିସ ଅଧିକାରୀ ମାନେ ଏବେ ଦାୟିତ୍ଵବାନ ହେବାସହ ବିଭିନ୍ନ ଘଟଣାର ତତକ୍ଷଣାତ୍ ଅଭିଯୋଗ ପାଇବା ମାତ୍ରେ ତଦନ୍ତ ଆରମ୍ଭ କରୁଛି ପୁଲିସ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଧଉଳି ଥାନାରେ।୦୪.୦୮.୨୦୨୬
ନୀଳକଣ୍ଠ ଦାସ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ /ତିନି ସାରସ୍ୱତ ପ୍ରତିଭାଙ୍କୁ ନୀଳକଣ୍ଠ ସ୍ମୃତି ସମ୍ମାନ
ଭୁବନେଶ୍ୱର ତା 05/08/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ସ୍ଥାନୀୟ ମହାଡାକପାଳ ଛକ ନିକଟ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମାଜ ସାମ୍ବାଦିକ, ସମ୍ବିଧାନ
ବକୁଳବନର ମହକ ସତ୍ୟବାଦୀ ର ସନ୍ଥ
ପଣ୍ଡିତ ନୀଳକଣ୍ଠ ଦାଶ 🙏💐ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନସତ୍ୟବାଦୀ ଶ୍ରେଷ୍ଠସନ୍ଥ ,ନବରବି ସମ ଉଜ୍ଜ୍ବଳମୟ ହେଜ୍ଞାନଦୀପ୍ତ ନୀଳକଣ୍ଠ lଆଦର୍ଶ ଶିକ୍ଷକ, ନେତା ସୁଲେଖକସୁଉଜ୍ଜ୍ବଳ ଦୀପଶିଖାକବିକଲମର ପ୍ରତି ଅକ୍ଷରରେମାଟି,ଜାତି କଥା ଲେଖା lସତ୍ୟବାଦୀ ର ବନବିଦ୍ୟାଳୟେ ,ଜଗାଇଜନ ଚେତନା,ଅଜ୍ଞାନଅନ୍ଧାର ଦୂରୀଭୂତକଲବାଣ୍ଟି ଜ୍ଞାନର ଭାବନା
ମନ୍ଦିର ଚୋରି ମାମଲା ରେପେସାଦାର ଅପରାଧୀ ଗିରଫ।
ବାଲିଅନ୍ତା ୦୪/୦୮ (ଗୋବର୍ଦ୍ଧନ ଦାସ):- ଧଉଳି ଥାନା ପୁଲିସ ମନ୍ଦିର ଚୋରି ମାମଲା ରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୦୩.୦୮.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଶିଶୁପାଳଗଡ଼ସ୍ଥିତ ମା' ଯଦୁମଲ୍ଲୀ
ଗଣଶିକ୍ଷା ସଚିବ ଓ ଅଭିଭାବକ ମହାସଂଘ ର ଗୁରୁତ୍ୱପୂର୍ଣ ବୈଠକ
-ଖାଲିଥିବା ଆରଟିଇ ମାଗଣା ସିଟ ପାଇଁ ପୁଣି ଆବେଦନ, ବହି ଯୋଗାଣ ଏବଂ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇ ସଚିବଙ୍କ ପ୍ରତିଶୃତି ଭୁବନେଶ୍ୱର ତା 3 ରିଖ l ଆଜି ଲୋକସେବା ଭବନରେ ଗଣଶିକ୍ଷା ସଚିବ
*ଓଡ଼ିଶୀ ନୃତ୍ୟାନୁଷ୍ଠାନ ନୃତ୍ୟନିପୁଣା ପକ୍ଷରୁ କଲିକତାସ୍ଥିତ ବାଟା ହାଉସ୍ ଅଡିଟୋରିୟମଠାରେ ନୃତ୍ୟ ପରିବେଷଣ।
ମାହେଶ ତାଲା ନୃତ୍ୟ ତୀର୍ଥ ଦ୍ୱାରା ଆୟୋଜିତ ଗୁରୁ ନମନ ନୃତ୍ୟ ମହୋତ୍ସବ ୨୦୨୬ ରେ ନୃତ୍ୟନିପୁଣା ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ଡଃ ପ୍ରିୟଙ୍କା ମିଶ୍ରଙ୍କ ସହିତ ତାଙ୍କର ଦୁଇ ଛାତ୍ରୀ ଅର୍ଚ୍ଚିତା
ଜୟଦେବ ଭବନ ରେ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ 93 ତମ ଜନ୍ମମହୋତ୍ସବ ଅନୁଷ୍ଠିତ
Priyabrata Barik: ଭୁବନେଶ୍ୱର. ଜୟଦେବ ଭବନ ରେ ପୂର୍ବତନ ଆନ୍ଦ୍ରପ୍ରଦେଶ. ଛତିଶଗଡ ର ରାଜ୍ୟପାଳ ପୂର୍ବତନ ମନ୍ତ୍ରୀ. ବରେଣ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ 93 ତମ ଜନ୍ମମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବ
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 2ରିଖ l ଛାତ୍ରଛାତ୍ରୀଙ୍କୁ ସଠିକ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଣ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ଅଭିଭାବକ ମହାସଂଘ l ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଅଧିକାରର ସମ୍ପୂର୍ଣ ଉଲ୍ଲଂଘନକୁ ଓଡିଶା ଅଭିଭାବକ ମହାସଂଘ ସହିତ ବିଶିଷ୍ଟ ବୁଦ୍ଧିଜୀବୀ, ସଚେତନ
ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮ ( ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର,
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
Entertainment
ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ
ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ସାମ୍ବାଦିକ ମାନେ ସମାଜର ଆଇନା