ଭୂବନେଶ୍ୱର,26ଏପ୍ରିଲ:ଭୂବନେଶର ମୈତ୍ରୀ ବିହାର ଥାନା ଅଞ୍ଚଳର ଘଟଣା। ଡେଲିଭରୀ ବୟକୁ ପୁଣି ମାଡ ମାରିବା, ଡେଲିଭରୀବୟ ଜଣଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତି swiggy app ରୁ ୨୬ତାରିଖ ରାତି ୧୨ଟା ୪ରେ ଖାଇବା ଅର୍ଡ଼ର କରିଥିଲେ, ଏବଂ ସଠିକ୍ ସମୟ ୧୨.୨୦ରେ ଅର୍ଡର ଧରୀ ଗ୍ରାହାକଙ୍କ ପାଖକୁ ଯାଇ ତାଙ୍କୁ ଫୋନ କରିଥିଲେ ସେ ରିସିଭ କରିବାକୁ ଆସିନଥିଲେ । ବିଳମ୍ବ ହେବାରୁ ସେ ଅନ୍ୟ ଜଣଙ୍କୁ ପଠାଇଥିଲେ, ଡେଲିଭରୀ ବୟ ଜଣଙ୍କ ସେ ବ୍ୟକ୍ତି ଙ୍କୁ ଆଇଡି ମାଗିବାରୁ ଆଇଡି ନଦେଇ ମେସେଜ ଦେଖେଇଲେ, ଡେଲିଭରୀବୟ ଜଣଙ୍କ ମନାକଲେ ଆଇଡି ନଦେଲେ ମୁଁ ପାରସଲ ଦେବି ନାହିଁ । ଏହାରି ମଧ୍ୟରେ ଯୁକ୍ତିତର୍କ ହେଲା । ଘରୁ ବାହାରି ଅର୍ଡର କରି ଥିବା ବ୍ୟକ୍ତି ଜଣଙ୍କ ଡେଲିଭରୀ ବୟଙ୍କୁ ମାଡ ମାରିଲେ । ଏହି କ୍ଷେତ୍ରରେ ଡେଲିଭରୀ ବୟ ଜଣଙ୍କ ଯାହ।ଙ୍କ ନାମ ଭାଗୀରଥି ଘଡେଇ ମୌତ୍ରୀ ବାହାର ପୋଲିସ ଷ୍ଟେସନରେ fair ଦେଇଛନ୍ତି । ପୋଲିସ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବ ବୋଲି କହିଛନ୍ତି । ଭୂବନେଶ୍ୱରରୁ
ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ,ଉତ୍କଳ ବୁଲେଟିନ୍