ଦ୍ଵିତୀୟ ଦିନରେ ଚାମେଲି ଓଝାଙ୍କ ଆମରଣ ଅନଶନ

ସମର୍ଥନ ଜଣାଇ ଯୋଗଦେଲେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ

ଭୁବନେଶ୍ୱର ତା 14 ରିଖ l ନ୍ୟାୟ ପ୍ରଦାନ ଦାବୀରେ ଚlମେଲୀ ଓଝା ଙ୍କ ଆମରଣ ଅନଶନ ଆଜି ୨ୟ ଦିନରେ ପହଂଚି ଛି l ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲ୍ ରୁ ରିଲିଜ ହେବା ପରେ ଲୋୟର ପିମଜି ଠାରେ ୧୦.୦୦ ଘଟିକା ରେ ଆସି ପୁଣି ଆମରଣ ଅଶନ ଆରମ୍ଭ କରିଥିଲେ ଚାମେଲି l ମହାକାଳପଡ଼ା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଆଇଆଇସି ମାନସ ମଲ୍ଲିକ ଙ୍କ ବିରୋଧର ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବା ପର୍ଯ୍ୟନ୍ତ ଏହି ଆମରଣ ଅନ ଶନ ଜାରି ରହିବ ବୋଲି ଚାମିଲି ଓଝା ନିଷ୍ପତି ନେଇଛନ୍ତି । ଯେ କୌଣସି ପରିସ୍ଥିିର ସମ୍ମୁଖୀନ ହେଲେ ମଧ୍ୟ ମୁଁ ଓହରିବି ନାହିଁ ଚେମେଲୀ ବଦ୍ଧ ପରୀକର ଅଛନ୍ତି l ଆଜି ସୁଶ୍ରୀ ଚମିଲି ଓଝା ଙ୍କ ସହ ଶ୍ରୀ ବାସୁଦେବ ଭଟ୍ଟ, ପ୍ରଦୀପ୍ତ ନାୟକ , ଦିଗମ୍ବର ଜେନା, ପ୍ରକାଶ ମିଶ୍ର, ବିଧାୟକ ଅରୁଣ କୁମାର ସାହୁ , ବିଧାୟକ ଗଣେଶ୍ୱର ବେହେରା ରୋମାଞ୍ଚ ରଞ୍ଜନ ବିଶ୍ୱାଳ , ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଚlମେଲୀଙ୍କ ପାଇଁ ମାନବାଧିକାର କମିଶନ ରେ କେସ କରିଥିବା ମନୋଜ ଜେନା, ପ୍ରସନ୍ନ ବିଷୋୟୀ ଆଦି ଆସି ସମର୍ଥନ ଦେବା ସହିତ , ତlପଶି ପ୍ରହରାଜ , ମାନବାଧିକାର ଅମାଦୀମି ପାର୍ଟ ର ସଭାପତି ନିଶିକାନ୍ତ ମହାପାତ୍ର ଓ ସେକ୍ରେଟାରୀ ସନ୍ଦୀପ ଦାସ। ସରପଞ୍ଚ ଆସୋସିଏସନ୍ ସାଧାରଣ ସମ୍ପାଦକ ତପନ ଚକ୍ରବର୍ତ୍ତୀ, ଅଞ୍ଜନି କୁମାରୀ ଦାସ, ଅର୍ଜୁନ ଚରଣ ସାମନ୍ତରାୟ, ବିବେକାନନ୍ଦ,ବିଶ୍ୱାଳ,ଅମିତ୍ କୁମାର ଦାସ , ବିଜୟ କୁମାର ସାହୁ, ଦୀପ୍ତି ରଞ୍ଜନ ବିଶ୍ୱାଳ, ଇନ୍ଦୁମତୀ ସାହୁ , ସ୍ନେହାଶିଷ ଜେନା, ସଂତୋଷିନି ଦାଶ,ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଦିନ ତମାମ ଯୋଗ ଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page