ଚିଲିକା,୧୬ I୮:ଦେଓଗାଁଁ ଗ୍ରାମ ପଞ୍ଚାୟତରେ ବିନା ସଭ୍ୟା ସଭ୍ୟଙ୍କୁ ଅଣଦେଖା ।ଦେଶ ଖୁବ ଧୂମଧାମ ରେ ୮0 ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ସାଧାରଣତଃ ସ୍ୱାଧୀନତା ଦିବସରେ ପଞ୍ଚାୟତରା଼ଜ ନିୟମ ଅନୁଯାଇ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ତଥା ସ୍ୱାଧୀନତା ଦିବସ ସମାରୋହ ବେଳେ ପଂଚାୟତ ପି ଇ ଓ, ସମସ୍ତ ୱାର୍ଡ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିବା କଥା କିନ୍ତୁ ଉକ୍ତ ପଂଚାୟତରେ କେବଳ ସରପଞ୍ଚ ରେଣୁବାଳା ଛାଟୋଇ ମାତ୍ର ୩ଜଣଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା ।ପଞ୍ଚାୟତରାଜର ନିୟମ ଅନୁଯାଇ ଉକ୍ତ ପଂଚାୟତର ୧୨ ଟି ଯାକ ୱାର୍ଡର ସଭ୍ୟ ସଭ୍ୟା ମାନଙ୍କୁ ଉପସ୍ଥିତ ରହିବା ପାଇଁ ଚିଠି ପତ୍ର ନ କରି ନିଜ ମନ ମୁଖି ଭାବରେ ସ୍ୱାଧୀନତା ଦିବସ ପାଳନକୁ ନେଇ ନାୟବ ସରପଞ୍ଚ ଭୀମସେନ ସାହୁ ଏବଂ ସଭ୍ୟ ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପରିପେକ୍ଷୀରେ ଉକ୍ତ ପଞ୍ଚାୟତର ପି ଇ ଓ ଜିତମୋହନ ମାହାଲୀଙ୍କୁ ପ୍ରଶ୍ନ ପଚାରିବାରେ ସେ କୁହନ୍ତି ମୁଁ ସରପଞ୍ଚ ଶ୍ରୀମତୀ ରେଣୁବାଳା ଚାଟୋଇଙ୍କୁ ଅବଗତ କରିଥିଲି,କିନ୍ତୁ ସେ କାହିଁକି ଖବର ଦେଇନାହାନ୍ତି ତାହା ମୁଁ ସେ ବିଷୟରେ କହିପାରିବିନି I ଏହି ପରିପେକ୍ଷୀରେ ସରପଞ୍ଚଙ୍କଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିକହିଥିଲେ ଏହା ମୋର କାମ ନୁହେଁ ପଞ୍ଚାୟତ ପି ଇ ଓ ଙ୍କର ।ସ୍ୱାଧୀନତା ଦିବସରେ ଏହି ବିଶୃଙ୍ଖଳାକୁ ନେଇ ପଞ୍ଚାୟତ ବାସି ଓ ସଭ୍ୟ ସଭ୍ୟା ମାନେ କ୍ଷୋଭ ପ୍ରକାଶ କରିଛନ୍ତି I
ସ୍ଵାଧୀନତା ଦିବସରେ ଦେଓଗାଁ ପଞ୍ଚାୟତର ୱାର୍ଡସଭ୍ୟ ଓ ସଭ୍ୟାଙ୍କୁ ଉପେକ୍ଷିତ |
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସ୍ଵାଧୀନତା ଦିବସରେ ଦେଓଗାଁ ପଞ୍ଚାୟତର ୱାର୍ଡସଭ୍ୟ ଓ ସଭ୍ୟାଙ୍କୁ ଉପେକ୍ଷିତ |
ଚିଲିକା,୧୬ I୮:ଦେଓଗାଁଁ ଗ୍ରାମ ପଞ୍ଚାୟତରେ ବିନା ସଭ୍ୟା ସଭ୍ୟଙ୍କୁ ଅଣଦେଖା ।ଦେଶ ଖୁବ ଧୂମଧାମ ରେ ୮0 ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ଏକ ଅଭାବନୀୟ
କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ: ‘ଆସ ହେ ନିଳାଦ୍ରୀ ନାଥ’ ଭଜନ ରିଲିଜ୍।
ବାଲିଅନ୍ତା , ୧୬/୮ (ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠସ୍ଥିତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠ କାର୍ଯ୍ୟାଳୟରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’, ଗ୍ରୀନ ଜୟଦେବ ଫାଉଣ୍ଡେସନ ଓ ଅରବିନ୍ଦ ୟୁଥ୍ ସୋସିଆଲ ଚାରି ଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ
ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ୮୦ତମ ସ୍ୱାଧୀନତା ଦିବସ ପାଳିତ ।
ଚିଲିକା,୧୬ I୮:ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ୮୦ତମ ସ୍ଵାଧୀନତା ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଅଛି । ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି କରିବା ପରେ ଜାତୀୟ ପତକା ଉତ୍ତୋଳନ ହୋଇଥିଲା । ମୁଖ୍ୟ
ନଇରୀ ଅପର୍ତ୍ତି ହାଇସ୍କୁଲରେ ୮୦ତ୍ତମ ସ୍ୱାଧୀନତା ଦିବସ ପାଳିତ।
ଚିଲିକା,୧୬ I୮:ସ୍ଵାଧୀନତା ଦିବସ ଅବସରେ ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ଠାରେ ୮୦ତ୍ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଓ ସଂସ୍କୃତ ଶିକ୍ଷକ ନଟବର
ବାଲୁଗାଁ ଆଇଆଇସି ଶ୍ରଦ୍ଧା ନାୟକଙ୍କ ଉପସ୍ଥିତିରେ ଗବପଦରରେ ରକ୍ତଦାନ ଶିବିର ଅନୁଷ୍ଠିତ
ଚିଲିକା, ୧୨।୮:ଦେଶର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ସନ୍ତୋଷୀ କ୍ଲବ ଉଦ୍ୟମରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶସେବା ସହ ମାନବସେବାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରେ
ଗୋଖୀ ବାବା କଳବରରେ ୮୦ତମ ସ୍ଵାଧୀନତା ଦିବସ ପାଳିତ।
ବାଲିଅନ୍ତା୧୫/୦୮:- ଗୋଖୀ ବାବା କଳବରରେ ସ୍ଵାଧୀନତାର ୮୦ ବର୍ଷ ପୂର୍ତ୍ତି ଭାରତ ପାଳନ ଅବସରରେସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୮୦ ତମ ସ୍ଵାଧୀନତା ଦିବସର ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୂରଲୀ ମନୋହର ପାତ୍ର, ଅଶୋକ କୁମାର
ନିର୍ମାଣ ଅନୁଷ୍ଠାନରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*
ବାଲିଅନ୍ତା୧୫/୦୮:- ବାଳକାଟି ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଅଶି ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି।ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶାଳିଆ ପ୍ରେସ କ୍ଳବ ତରଫରୁ ୮୦ ତମ ସ୍ଵାଧୀନତା ଦିବସ ପାଳିତ।
ଚିଲିକା, ୧୫ ।୮:- ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ସୁନୀଲ ମାନସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି
ସମରକ୍ରାନ୍ତି ସେନା ପକ୍ଷରୁ ସ୍ଵାଧୀନତା ଦିବସ ଅନୁଷ୍ଠିତ
ଭୁବନେଶ୍ୱର ତା 15/08/26 ଅସିତମ ସ୍ୱାଧୀନତା ଦିବସ ଅବସରରେ ସମର କ୍ରାନ୍ତି ସେନା ସାମାଜିକ ଅନୁଷ୍ଠାନ ପକ୍ଷରୁ ରସୁଲଗଡ଼ ସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୁର୍ତ୍ତି ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାକୁ ବିଶିଷ୍ଟ ପଦାର୍ଥବିଜ୍ଞାନୀ ଡ଼କ୍ଟର ସୁଶାନ୍ତ ଦାସ
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
ଚିଲିକା,୧୫।୮:ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ, ଅଙ୍ଗନବାଡି
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
ଚିଲିକା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ,
ବାଲୁଗାଁ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
ଚିଲିକା: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ 'ଆମ ପୋଲିସ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ
ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
ବାଲୁଗାଁ: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବାଲୁଗାଁ ଥାନା ପରିସରରେ 'ଆମ ପୋଲିସ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା
ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ
ଭୁବନେଶ୍ୱର ତା. ୧୪/୮ ରିଖ : ଭାରତବର୍ଷରେ ବିଶିଷ୍ଟ ସନ୍ଥ ଧର୍ମସମ୍ରାଟ କରପତ୍ରୀ ଜୀ ମହାରାଜଙ୍କ ୧୧୯ତମ ପ୍ରକଟ ଦିବସ, ଶ୍ରୀ ଅରବିନ୍ଦ ଆଶ୍ରମର ସାଧକ ସନ୍ଥ ବାବାଜୀ ମହାରାଜଙ୍କ ୧୧୮ତମ ଜନ୍ମୋତ୍ସବ ଓ ଜ୍ୟୋର୍ତିପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ
ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
ବାଲୁଗାଁ, : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ 'ଆମ ପୋଲିସ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ
ଅବିରାମ ବର୍ଷାରେ ବେହାଲ ରାଉରକେଲା ସ୍ମାର୍ଟ ସିଟି : ଜଳମଗ୍ନ ରାସ୍ତା, ରେଳପଥ ଓ ତଳିଆ ଅଞ୍ଚଳ, ଜନଜୀବନ ଅସ୍ତବ୍ୟସ୍ତ…
ରାଉରକେଲା, ୧୩ ଅଗଷ୍ଟ:ଆଜି ଭୋରୁ ରାଉରକେଲା ସହରରେ ଲାଗି ରହିଥିବା ଅବିରାମ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟିର ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶି ଅନେକ ଘର
ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।
ବାଲିଅନ୍ତା, ୧୨/୦୮ (ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବର
ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା ୧୩/୦୮:- ପୂର୍ବତନ ଖାଦି ଓ ଗ୍ରାମଦ୍ୟୋଗ ବୋର୍ଡ ର ଅଧକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ସିଜିନ୍ ୧୬ର ବିଜେତା, ଓଡ଼ିଆ ଝିଅ ତଥା ଓଡ଼ିଶାର ଗର୍ବ ଗୌରବ କଣ୍ଠଶିଳ୍ପୀ ସୁଶ୍ରୀ ଜ୍ୟୋତିର୍ମୟୀ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର ସମ୍ମାନିତ
ଭୂବନେଶ୍ୱର / ନୁଆଦିଲ୍ଲୀ - ଭିଜନ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ କନଷ୍ଟିଚ୍ୟୁସନ କ୍ଲବ, ଡେପୁଟି ସ୍ପିକର ହଲ୍, ନୂଆ ଦିଲ୍ଲୀଠାରେ ଆୟୋଜିତ ମହିଳା ସଶକ୍ତିକରଣ ପାଇଁ ସମର୍ପିତ "ଓମେନ ଏମ୍ପାୱରମେଣ୍ଟ ଆୱାର୍ଡ ୨୦୨୬" ସମାରୋହର ଆୟୋଜନ କରାଯାଇଥିଲା ଏବଂ ସର୍ବଭାରତୀୟ ସ୍ତରରେ
ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ମେଧାବୃତ୍ତି ସମ୍ମାନ
ବାଲିଅନ୍ତା,୧୨|୮(ଗୋବର୍ଦ୍ଧନ ଦାସ):ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲୋକପ୍ରିୟ ଜନନେତା, ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ୮୩ ତମ ଜନ୍ମଜୟନ୍ତୀ ଅବସରରେ ମେଧାବୃତ୍ତି ସମ୍ମାନ କାର୍ଯ୍ୟକ୍ରମ ସାମନ୍ତରାପୁର ସ୍ଥିତ ଭୂଆସୁଣୀ ମନ୍ଦିର ପ୍ରାଙ୍ଗଣରେ ପାଳିତ
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment