ଗୁରୁପ୍ରଣାମ ମହୋତ୍ସବ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର, ୦୬/୦୧/୨୫: ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ପଞ୍ଚଦିବସୀୟ ଜ୍ଞାନ, ବିଜ୍ଞାନ, ପରିବେଶ, ଗୀତା କଥା, ଗଣତନ୍ତ୍ର, ଧର୍ମୀୟ ସଚେତନତା ସହିତ ଶେଷ ଦିବସରେ ଗୁରୁପ୍ରଣାମ ମହୋତ୍ସବ ୨୦୨୫ ଓ ସଂସ୍କୃତି ପୁରୁଷ ଡ଼ଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶୁଭ ଜନ୍ମ ଦିବସ ଅବସରରେ ଉକ୍ତ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପଦ୍ମଶ୍ରୀ ବାବା ବଳିଆ ଉଦଘାଟକ ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ I ପୂଜ୍ୟପୂଜାର ଏହି ମହାନ ପରମ୍ପରା,ରାଷ୍ଟ୍ରର ପ୍ରଗତି ସମ୍ପର୍କ ତଥା… Continue reading ଗୁରୁପ୍ରଣାମ ମହୋତ୍ସବ ୨୦୨୫ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ

କଳାହାଣ୍ଡି,୦୬.୦୧.(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):– କଳାହାଣ୍ଡି ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତ ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ, କଳାହାଣ୍ଡି ପାୱାର ସଚିନ ପ୍ରକାଶ ଆଜି ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୭୭- ଲାଞ୍ଜିଗଡ଼, ୭୮- ଜୁନାଗଡ, ୭୯- ଧର୍ମଗଡ଼, ୮୦- ଭବାନିପାଟଣା, ୮୧- ନର୍ଲା ନିର୍ବାଚନ ମଣ୍ଡଳିରେ ଥିବା ଭୋଟରଙ୍କ ସଂଖ୍ୟା ପ୍ରକାଶିତ ହୋଇଛି । ଚଳିତ ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଜିଲ୍ଳାରେ ସର୍ବମୋଟ ୧୨୨୦୩୦୪ ଜଣ ଭୋଟରଙ୍କ ନାମ… Continue reading କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ

କାର ଦୁର୍ଘଟଣାରେ ଜଣେ ଶିଶୁ ସମେତ ୩ ଗୁରୁତର

କଳାହାଣ୍ଡି, ୬|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ମହାଜନଗୁଡା ରାସ୍ତା ରେ ଆଜି ଅପରାହ୍ନ ରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ କାର ଦୁର୍ଘଟଣାରେ ଗାଡି ରେ ଥିବା ଗୋଟିଏ ପରିବାର ର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା କାର ରୁ ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନା କୁ ପଠାଇଥିବା ବେଳେ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା… Continue reading କାର ଦୁର୍ଘଟଣାରେ ଜଣେ ଶିଶୁ ସମେତ ୩ ଗୁରୁତର

ପିଆଇ କଲେଜରେ ଆତ୍ମ ସୁରକ୍ଷା କର୍ମଶାଳା ଉଦଘାଟିତ

କଳାହାଣ୍ଡି, ୦୬/୦୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ କଳା ଓ ବିଜ୍ଞାନ ର 127 ଜଣ ଛାତ୍ରୀ କୁ ଆଜି ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଏହା ଛୁଟି ଦିନକୁ ଛାଡି ଆଠ ଦିନ ଧରି ତାଲିମ୍ ଦିଆଯିବ ଉକ୍ତ ତାଲିମ୍ ଶିବିରରେ ଶ୍ରୀ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼, ସଭାପତିତ୍ୱ… Continue reading ପିଆଇ କଲେଜରେ ଆତ୍ମ ସୁରକ୍ଷା କର୍ମଶାଳା ଉଦଘାଟିତ

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଖମାରହଳଦୀ ଠାରେ ଉଦ୍ଘାଟିତ

ଧର୍ମଗଡ,୫/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଖମାରହଲଦି ଗ୍ରାମ ପଞ୍ଚାୟତ ଆଶିଷ କୁମାର ପାତ୍ର ଖେଳ ପଡିଆ ଠାରେ ଖମାର ହଳଦୀ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଚଳିତ ମାସ ପାଞ୍ଚ ତାରିଖ ରବିବାର ଦିନ ଉଦ୍ଘାଟିତ ହୋଇଯାଇଅଛି। ଏହି ଦିବସରେ ମୂଖ୍ୟ ଅତିଥି ଭାବେ ଆଶିଷ କୁମାର ପାତ୍ରଙ୍କ ଦୁଇ ଗୋଟି ପୁତ୍ର ଆୟାନ ଓ ଅର୍ପନ୍ ଉପସ୍ଥିତ ରହି କ୍ରିକେଟ ଖେଳକୁ ଶୁଭାରମ୍ଭ କରିଥିଲେ। ଏହି ଖେଳ ସାତ ଦିନଧରି ଅନୁଷ୍ଠିତ… Continue reading ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଖମାରହଳଦୀ ଠାରେ ଉଦ୍ଘାଟିତ

ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ

Preparation meeting for Kalahandi Season in Golamunda Block

ଧର୍ମଗଡ଼,୬/୧,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଆଉ କିଛି ଦିନ ବ୍ୟବଧାନରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର ମହାସମାରୋହ । ଏହି ଅବସରରେ ଆଜି ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଶ୍ରୀଧର ପଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକ, ସି ଡ଼ି ପିଓ, କେ ଉଷା ଲକ୍ଷ୍ମୀ,ବି, ଇ,ଓ ଭବାନୀ… Continue reading ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ

You cannot copy content of this page