କଳାହାଣ୍ଡି, ୧୬|୨: କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ମହୁଲପଡ଼ାରେ ନିଆଁ ଲାଗି ୩ ପରିବାରଙ୍କ ଘର ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାର ହେଲେ ଭୋକରଧନ ନାଏକ, ବାଳକୃଷ୍ଣ ଦୁର୍ଗା ଓ ସୁନା ମାଝୀ । ଗରିବ ଶ୍ରେଣୀର ହୋଇଥିବାରୁ ଏହିସବୁ ପରିବାରର ଶ୍ରମିକମାନେ ମୂଲ ମଜୁରି କରିବାକୁ ବାହାରକୁ ଯାଇଥିଲେ।ମୂଳ କାମ ସାରି ଅପରାହ୍ନ ରେ ଫେରିବା ପରେ ଘରଗୁଡିକ ଗୁଡିକ ଜଳିଯାଇଥିବା ଦେଖିବାକୁ ପାଇଥିଲେ। ହେଲେ ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଖାଦ୍ୟସାମଗ୍ରୀ ଓ… Continue reading ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ ୩ ପରିବାର ଙ୍କ ଘର ପୋଡିଗଲା
ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ ୩ ପରିବାର ଙ୍କ ଘର ପୋଡିଗଲା