ନଇରୀରେ ଗ୍ରାମସ୍ତରୀୟ ବିପର୍ଯୟ ପରିଚାଳନା ଯୋଜନା କର୍ମଶାଳା।

ଚିଲିକା,୧।୩-ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ଖୋର୍ଦ୍ଧା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶାମୁକା’ର ମିଳିତ ଆନୁକୂଲ୍ୟରେ ଚିଲିକା ବ୍ଲକ ସାନନଈରୀ ଗ୍ରାମପଂଚାୟତ ଅଧିନସ୍ଥ ସାନନଈରୀ, ବଡ଼ନଈରୀ, ହରିହରପୁର ରାଜସ୍ବଗ୍ରାମରେ ପୃଥକ ପୃଥକ ଭାବେ ଗ୍ରାମସ୍ତରୀୟ ବିପର୍ଯୟ ପରିଚାଳନା କମିଟି ଗଠନ ଓ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି !ଆଗାମୀ ଦିନ ମାନଙ୍କରେ ବନ୍ୟା, ବାତ୍ୟା, ମରୁଡି ଓ ଅଂଶୁଘାତ ଇତ୍ୟାଦି ବିପତ୍ତିର କିଭଳି ଭାବେ ମୁକାବିଲା କରାଯାଇପାରିବ ସେ ନେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶାମୁକା’ର ସମ୍ପାଦକ ଶ୍ରୀ… Continue reading ନଇରୀରେ ଗ୍ରାମସ୍ତରୀୟ ବିପର୍ଯୟ ପରିଚାଳନା ଯୋଜନା କର୍ମଶାଳା।

You cannot copy content of this page