ରଣପୁର: ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ରଣପୁର ଠାରେ ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଆଗ୍ରହ ପ୍ରକାଶ କରିଥିଲେ। ସେହି କ୍ରମରେ ସଂଘ ପକ୍ଷରୁ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଉପସଭାପତି ହୃଷୀକେଶ ମହାନ୍ତି, ଗଣମାଧ୍ୟମ ସଂଯୋଜକ ପବିତ୍ର ମହାରଥା ବାଚସ୍ପତିଙ୍କୁ ବିଧାନସଭା କାର୍ଯ୍ୟାଳୟରେ ଭେଟି ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଶେଷକରି ସାମ୍ବାଦିକ… Continue reading ବାଚସ୍ପତିଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ସ୍ମାରକୀ ପ୍ରଦାନ
ବାଚସ୍ପତିଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ସ୍ମାରକୀ ପ୍ରଦାନ