ବୋରଭଟା ଗ୍ରାମଠାରେ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ପାଇଁ କଳସ ଯାତ୍ରା

ଭବାନୀପାଟଣା, ୧୩/୦୪, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧୀରେ ଧୀରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖୁବାକୁ ମିଳୁଛି । କେଉଁଠି ଗାୟତ୍ରୀ ମହାଯଜ୍ଞ ତ ଆଉ କେଉଁଠି କାଳୀ, ଭାଗବତ ପାରାୟଣ, ରାମାୟଣ ପାରାୟଣ,କୃଷ୍ଣ ମହାଯଜ୍ଞ ବାଲ୍ୟ ଲୀଳା ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରି ନାମ ସଂକିର୍ତନ ଅଖଣ୍ଡ ନାମଯଜ୍ଞ ଦେଖୁବାକୁ ମିଳୁଛି । ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା… Continue reading ବୋରଭଟା ଗ୍ରାମଠାରେ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ପାଇଁ କଳସ ଯାତ୍ରା

ଥୁଆମୁଲ ରାମପୁର ଖଣି ଅଞ୍ଚଳରେ ବିକାଶ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

. ନିରୋଗଶାଳା ଜରିଆରେ ୩ଟି ପଞ୍ଚାୟତରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ପ୍ରଦାନ  ଭବାନୀପାଟଣା, ୧୩/୦୪: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଉତ୍କଳ ଆଲୁମିନା । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମନ୍ତକୁ ଲାଗିରହିଥିବା ଉତ୍କଳ ଆଲୁମିନା କାରଖାନା ଏହାର ଆଖପାଖ ଅଂଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଅବ୍ୟାହତ ରଖିଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ତଥା କମ୍ପାନୀର ବାଫଲାମାଳି… Continue reading ଥୁଆମୁଲ ରାମପୁର ଖଣି ଅଞ୍ଚଳରେ ବିକାଶ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

You cannot copy content of this page