ସହଯୋଗ ଫାଉଣ୍ଡେସନଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ପୁନଃ ସ୍ଥାପନ ପାଇଁ SP ଅଭିଳାଷଙ୍କୁ ଅନୁରୋଧ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ଧରି ଅପରାଧିକ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ପ୍ରସଙ୍ଗରେ, ସହଯୋଗ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପୋଲିସ ସୁପାରିଣ୍ଟେଣ୍ଡେଣ୍ଟ (SP) ଅଭିଳାଷ ଜି, IPS ଙ୍କୁ ଏକ ଲିଖିତ ଅନୁରୋଧପତ୍ର ଦାଖଲ କରାଯାଇଛି। ସେଥିରେ ଜିଲ୍ଲାରେ ଶାନ୍ତି ଓ ନିରାପତ୍ତା ପୁନଃସ୍ଥାପନ ପାଇଁ ତୁରନ୍ତ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଅନୁରୋଧପତ୍ରରେ ଉଲ୍ଲେଖ ରହିଛି ଯେ, ଚୋରି, ହିଂସା ଓ ମାଦକଦ୍ରବ୍ୟ ବ୍ୟବହାର ଘଟଣା… Continue reading ସହଯୋଗ ଫାଉଣ୍ଡେସନଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ପୁନଃ ସ୍ଥାପନ ପାଇଁ SP ଅଭିଳାଷଙ୍କୁ ଅନୁରୋଧ

You cannot copy content of this page