ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାଲିଅନ୍ତା,:ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ବାଲିପାଟଣା ବ୍ଲକ ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ଏହି ଦିବସରେ ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ “ଆମ ସଂଗଠନ” ଅଧ୍ୟକ୍ଷ କମଳ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର… Continue reading ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଧଉଳି ସାହିତ୍ୟ ସଂସଦର ଆସର ‘ଚିତ୍ରିତ ଚଇତ’ ଅନୁଷ୍ଠିତ

ବାଲିଅନ୍ତା: ଆଜି କୌଶଲ୍ୟାଗଙ୍ଗ ସ୍ଥିତ ସିଫା ପରିସରରେ ଧଉଳି ସାହିତ୍ୟ ସଂସଦର ଏକ ଭବ୍ୟ ସାରସ୍ବତ କାର୍ଯ୍ୟକ୍ରମ ‘ଚିତ୍ରିତ ଚଇତ’ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବରି‌ଷ୍ଠ କବି ଦୁର୍ଗାଚରଣ ଷଡ଼ଙ୍ଗୀ, ଡ. ରଜନୀ ରଞ୍ଜନ ଦାଶ, ସମାଜସେବୀ ହଂସ ଖିମ୍‌ଜୀ ଅତିଥି ଭାବେ ‌ଯୋଗଦେଇଥିବା ବେଳେ ଏଥିରେ ସଭାପତିତ୍ବ କରିଥିଲେ ସଂସଦର ଅଧ୍ୟକ୍ଷ ଅକ୍ଷୟ ସ୍ବାଇଁ। ଉତ୍ସବରେ ବିଜୟ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାରଣା, ରମାକାନ୍ତ ଗୋଚ୍ଛାୟତ, ସ୍ୱର୍ଣ୍ଣ ପତି , ସ୍ନେହ ଲେଙ୍କା, ସୌମ୍ୟା ପରିଡ଼ା,… Continue reading ଧଉଳି ସାହିତ୍ୟ ସଂସଦର ଆସର ‘ଚିତ୍ରିତ ଚଇତ’ ଅନୁଷ୍ଠିତ

ଯୁଦ୍ଧ ଲାଗି ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ :ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି । ଆଜିଠାରୁ ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି । ତୁରନ୍ତ କାର୍ଯ୍ୟକାରୀ ନୂଆ ମୂଲ୍ୟ ସିଧାସଳଖ ରୋଷେଇ ଘର ବଜେଟ୍ ସହିତ ହୋଟେଲ ଏବଂ ରେଷ୍ଟୁରାନ୍ଟ ଭଳି ବ୍ୟବସାୟ ଉପରେ ପ୍ରଭାବ ପକାଇବ । ଏବେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବଢିଛି । ଏହାର ଅର୍ଥ ହେଉଛି ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ… Continue reading ଯୁଦ୍ଧ ଲାଗି ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର

ଆଜିଠୁ ଦୁଇଦିନ ପ୍ରବଳ ବର୍ଷା

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି । ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ଆଞଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପରିସ୍ଥିତିରେ ଉତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ… Continue reading ଆଜିଠୁ ଦୁଇଦିନ ପ୍ରବଳ ବର୍ଷା

ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ

ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା”ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ “ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି,ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ ଗ୍ରାମର ବାସ କରୁଥିବା ମହିଳା କିପରି ଆତ୍ମ ନିଯୁକ୍ତି ପାଇପାରିବେ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତାହା ଉପରେ ଆଲୋଚନା ସହିତ ରାଜ୍ୟ ଓ କେନ୍ଦ୍ର… Continue reading ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’

ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା’ ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ “ଖାଣ୍ଟି ସୁନା” ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ ରଚିତ କେବଳ ନାରୀ ଚରିତ୍ରକୁ ନେଇ ଏହି ନାଟକକୁ ଉଷାରାଣୀ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ବୈଷୟିକ ନିର୍ଦ୍ଦେଶନାରେ ଥିଲେ ନାଟ୍ୟକାର ଓ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ।ମାର୍ଗ ଦର୍ଶକ ଥିଲେ ଓଡ଼ିଶାର ଜଣାଶୁଣା… Continue reading ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’

ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର

କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର ସ୍ଥିତ ପଲକାପଡ଼ା ଠାରେ କେସିଙ୍ଗା ମେଡିକାଲ ର ପ୍ରଭାତୀ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆ ଙ୍କ ତତ୍ତ୍ଵାବଧାନରେ ମହିଳା ମାନଙ୍କ ମଧ୍ୟରେ ହେଉଥିବା ଜରାୟୁ କର୍କଟ ରୋଗ ସଂକ୍ରାନ୍ତରେ ଏକ ସଚେତନତା ଶିବିର ଅନୁଷ୍ଠିତ… Continue reading ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର

ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାର ପତି ପି. ଶୀତାଲକ୍ଷ୍ମୀ, ସରକାରୀ ଓକିଲ ସଂଯୁକ୍ତା ପଣ୍ଡା, ବରିଷ୍ଠ ଓକିଲ ଚିନ୍ତାମଣୀ ପାତ୍ର, କଲ୍ୟାଣୀ… Continue reading ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”

ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ମହିଳାମାନଙ୍କ ପାଇଁ ଓ ଅବହେଳିତ, ଅସହାୟ, ନରିକ୍ଷର ତଥା ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ପାଇଁ କିଛି କରିବାକୁ ନିଜର ସୌଭାଗ୍ୟ ମନେ କରନ୍ତି। ଦୀର୍ଘ ୨୫ବର୍ଷ ଧରି ସମାଜସେବାକୁ ଜୀବନର… Continue reading ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”

You cannot copy content of this page