ଚିଲିକା– ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ ଦିନ ରାତ୍ରୀରେ ବଉଳାବନ୍ଧ ଗ୍ରାମର ବିଭିନ୍ନ ସାହିରୁ ଠାକୁରମାନଙ୍କୁ ଗ୍ରାମବାସୀମାନେ ସୁସର୍ଜିତ ବିମାନରେ ଘଣ୍ଟ, କାହାଳୀ, ମୃଦଙ୍ଗ ବଜାଇ ଓ ଆତସବାଜୀ ଫୁଟାଇ ପାଟ ପଟୁଆରରେ ଦୋଳପଡ଼ିଆକୁ ଆଣିଥିଲେ।ଏକାଦଶ ଦୋଳର ପୀଠ ଦେବତା ଶ୍ରୀ… Continue reading ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।
ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।