ୱାଶିଂଟନ୍ ଇରାନ ଦୁଇଟି ଭାରତୀୟ ପତାକାଯୁକ୍ତ ଏଲପିଜି ଜାହାଜକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରିବାକୁ ଅନୁମତି ଦେଇଛି । ଇରାନର ଏହି ପଦକ୍ଷେପ ଯୋଗୁଁ ଦେଶରେ ଦେଖା ଦେଇଥିବା ରନ୍ଧନ ଗ୍ୟାସ୍ ସଙ୍କଟ କିଛି ମାତ୍ରାରେ କମ କରିବାରେ ସାହାଯ୍ୟ ହେବ ।ସୂଚନା ଅନୁସାରେ ମାର୍ଚ୍ଚ ୧ ପାଖାପାଖି ସାଉଦି ଆରବୀୟ ତୈଳ ନେଇ ଶନିବାର ଦିନ ଏକ ଅଶୋଧିତ ଟ୍ୟାଙ୍କର୍ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଇରାନ ସରକାରଙ୍କ ଦ୍ୱାରା ହର୍ମୁଜ୍… Continue reading ଭାରତୀୟ ଏଲପିଜି ଜାହାଜକୁ ଅନୁମତି ଦେଲା ଇରାନ
ଭାରତୀୟ ଏଲପିଜି ଜାହାଜକୁ ଅନୁମତି ଦେଲା ଇରାନ