ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ

ଚିଲିକା : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା’ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ ଦୋରା , କମିଟିର ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶକୁମାର ମହାନ୍ତି, ଅନ୍ୟତମସଭ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା , ସ୍ଥାନୀୟ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ… Continue reading ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର(ବୁ୍ୟରୋ) ବିଧାନସଭାରେ ଏସସିବି ନିଆଁ ତାତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା । ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ନାରାବାଜିରେ ଉଠିଲା ପଡ଼ିଲା ବିଧାନସଭା । ବାଧ୍ୟ ହୋଇ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ସେପଟେ ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ଏନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଅଗ୍ନିଶମ ଊଏ,… Continue reading ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ

ନୂଆଦିଲ୍ଲୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିବାରୁ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୯ଟା ବେଳେ ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନିଶା ନିବାରଣ ହସ୍?ପିଟାଲରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିବାରୁ ଏହାର ଅଧିକାଂଶ ଭାଗ ନଷ୍ଟ… Continue reading ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ

ସନ୍ଧିକୁଲିଆରୀ ଗ୍ରାମଠାରେ ଆରସିଡିସି ଓ ଶିଶୁ ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ

କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅଧିନସ୍ଥ ସନ୍ଧିକୁଲିହାରୀ ଗ୍ରାମରେ ଆର୍.ସି.ଡ଼ି.ସି ଓ ଶିଶୁ ବିକାଶ ପ୍ରକଳ୍ପ, କଳାହାଣ୍ଡିଙ୍କ ଆନୁକୂଲ୍ୟରେ ଏକ ନିଯୁକ୍ତି ମେଳା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ କଳାହାଣ୍ଡିଙ୍କ ପକ୍ଷରୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଦୁର୍ଗାଚରଣ ଦାସ ଓ ମୁଖ୍ୟମନ୍ତ୍ରୀ ଫେଲୋଶିପ୍‌ର ପ୍ରତିନିଧି ପ୍ରିୟା ମ୍ୟାଡାମ୍‌ ଉପସ୍ଥିତ ଥିଲେ। ଏହାସହିତ ଡାଟା ପ୍ରୋ କମ୍ପୁଟର କର୍ମଚାରୀ, ବେଦାନ୍ତ ତାଲିମ କେନ୍ଦ୍ର,… Continue reading ସନ୍ଧିକୁଲିଆରୀ ଗ୍ରାମଠାରେ ଆରସିଡିସି ଓ ଶିଶୁ ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ

ବେଆଇନ ବିଦେଶୀ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଉ, ଜଣେ ଗିରଫ

କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଅବକାରୀ ପୋଲିସ କୁ ବଡ଼ ସଫଳତା। ବେଆଇନ ବିଦେଶୀ ମଦ କୋଠି ରେ ଚଢ଼ାଉ। ଜିଲ୍ଲା ଅବକାରୀ ଅଧିକାରୀ ରଞ୍ଜନ କୁମାର ନାଏକ ଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରଗୁଡା ସ୍ଥିତ ବେଆଇନ ବିଦେଶୀ ମଦ ଦୋକାନ ରେ ଅବକାରୀ ପୋଲିସ ଚଢ଼ାଉ କରିଛି। ଏଥିରେ ଅଭିଯୁକ୍ତ ମଦ ବ୍ୟବସାୟୀ ଭବସିନ୍ଧୁ ସାହୁ ଙ୍କ ପୁଅ ଦୀପକ ସାହୁ ଙ୍କୁ ଗିରଫ କରିବା ସହ… Continue reading ବେଆଇନ ବିଦେଶୀ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଉ, ଜଣେ ଗିରଫ

ପୁଣି ଏକ ଲଜ୍ୟା ଘଟଣା

ଆସିକା, [4:57 pm, ] 18/3/26:ପୁଣି ଏକ ଲଜ୍ୟା ଘଟଣା ଘଟିଯାଇଛି, ଆସିକା ବ୍ଲକ କୋଟିନଡ଼ା ଥାନା ଭୋଟନୟୀ ଗ୍ରାମରେ କଙ୍ଗାରୁ କୋର୍ଟରେ ଦଣ୍ଡ, ବିଦ୍ୟୁତଖୁଣ୍ଟ ରେ ଚାରିଜଣଙ୍କୁ ବାନ୍ଧି ମାଡାମରିବା ଘଟଣା ସୋସିଆଲ ମିଡ଼ିଆରେ ଘୁରିବୁଲୁଛି l ଦୁଇ ତିନି ଦିନ ପୂର୍ବେ ଜଣେ ମହିଳାଙ୍କ ସହିତ ତାଙ୍କ ପୁଅ ଏବଂ ଅନ୍ୟ ଦୁଇଜଣକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି, ଏପରି କଙ୍ଗାରୁ କୋର୍ଟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ବୁଦ୍ଧିଜୀବିଙ୍କ… Continue reading ପୁଣି ଏକ ଲଜ୍ୟା ଘଟଣା

ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା

ଭୁବନେଶ୍ୱର 18/3/26: ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି l ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ଅବଶିଷ୍ଟ ଖାଲି ପଦଗୁଡିକୁ ମେରିଟ ଆଧାରରେ ପୂରଣ ନିର୍ଦେଶ ଦେଇଛନ୍ତି, କିନ୍ତୁ ବର୍ତମାନ ମୋଟ 6669ପଦ ଖାଲି ରହିବା ସତ୍ତ୍ୱେ ସେହି ପଦବୀ ଗୁଡିକୁ ପୂରଣ କରାଯାଇ ନାହିଁ, ଏହି ପରସ୍ଥିରେ JTS-2023 ଅଶାର୍ଥୀମନେ ନ୍ୟାୟସଂଗତ ଦାବୀ ସମ୍ପର୍କରେ ଲୋୟର p m g ଠାରେ ଧାରଣାରେ… Continue reading ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା

You cannot copy content of this page