ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣ

ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣନୂଆଦିଲ୍ଲୀ ଇରାନର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବନ୍ଦର ‘ବନ୍ଦର-ଇ-ଖମିର’ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛନ୍ତି । ଏହି ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ ବର୍ତ୍ତମାନର ସଂଘର୍ଷରେ ଏକ ବିପଜ୍ଜନକ ମୋଡ଼ ଆଣିଛି, ଯାହା ସମଗ୍ର ବିଶ୍ୱ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି କୁହାଯାଉଛି । ଏହି ପରିବହନ ଭିତ୍ତିଭୂମିକୁ ଧ୍ୱସ୍ତ କରି ମିଳିତ ବାହିନୀ କେବଳ ସାମରିକ ଶକ୍ତି ପ୍ରଦର୍ଶନ କରିନାହାଁନ୍ତି, ବରଂ… Continue reading ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ

ନୂଆଦିଲ୍ଲୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିବାରୁ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୯ଟା ବେଳେ ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନିଶା ନିବାରଣ ହସ୍?ପିଟାଲରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିବାରୁ ଏହାର ଅଧିକାଂଶ ଭାଗ ନଷ୍ଟ… Continue reading ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ

ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା

ନୂଆଦିଲ୍ଲୀ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା । ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ଥିବା ଇରାନ ସାମରିକ ଘାଟିକୁ ଟାର୍ଗେଟ କରି ଆମେରିକା ଆକାଶ ମାର୍ଗରୁ ବୋମା ବର୍ଷଣ କରିଛି । ଏକାଧିକ ଯୁଦ୍ଧ ବିମାନ ଦ୍ୱାରା ଏୟାର… Continue reading ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା

ଖାର୍ଗ ହମ୍ଲା ପରେ ରକ୍ତମୁଖା ଇରାନ

ନୂଆଦିଲ୍ଲୀଇରାନର ଆର୍ଥôକ ମେରୁଦଣ୍ଡ ଭାବେ ପରିଚିତ ଖାର୍ଗ ଦ୍ୱୀପରେ ଆମେରିକା ବୋମା ମାଡ଼ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ରକ୍ତମୁଖା ହୋଇ ଉଠିଛି ତେହରାନ । ଆଜି ଇରାନ ପକ୍ଷରୁ ଗଲ୍ଫ ଦେଶରେ ଥିବା ଆମେରିକାର ବେସ୍ ଓ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ଜୋରଦାର କରାଯାଇଛି ।ଇରାନର ଘନଘନ ଆକ୍ରମଣ ଯୋଗୁ ଦୁବାଇରେ ଏକାଧିକ ବିସ୍ଫୋରଣ ହୋଇଛି । ସେହିପରି ଇରାକରେ ଥିବା ଆମେରିକା ଦୂତାବାସରେ ମିସାଇଲ ମାଡ଼ ହୋଇଛି । ଏଥିସହ… Continue reading ଖାର୍ଗ ହମ୍ଲା ପରେ ରକ୍ତମୁଖା ଇରାନ

ମଧ୍ୟପ୍ରାଚ୍ୟରେ ଊଗ୍ର ହେଉଛି ମହାଯୁଦ୍ଧ

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ବନ୍ଦ ହେବାର ନା ନେଉନି । ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଜୋରଦାର ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ ତାହାର ପାଲଟା ଆକ୍ରମଣ ଜାରୀ ରଖିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ୨ଟି ତୈଳ ଟ୍ୟାଙ୍କର ଉପରେ ପୁଣି ହମଲା କରିଛି ଇରାନ । ଆକ୍ରମଣର ଶିକାର ହୋଇଥିବା ଗୋଟିଏ ଜାହାଜ ଆମେରିକା ସହ ଜଡ଼ିତ । ଇରାକ ଉପକୂଳ ଠାରୁ ସାମାନ୍ୟ ଦୂରରେ ଇରାନ ତୈଳ ଟ୍ୟାଙ୍କରକୁ ଟାର୍ଗେଟ… Continue reading ମଧ୍ୟପ୍ରାଚ୍ୟରେ ଊଗ୍ର ହେଉଛି ମହାଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୨ ଭାରତୀୟ ମୃତ, ଜଣେ ନିଖୋଜ

ଇରାନ ଓ ଇସ୍ରାଏଲ-ଆମେରିକା ଲଢ଼େଇ ଯୋଗୁ ମ୍ମପ୍ରାଚ୍ୟରେ ଫେବୃଆରୀ ୨୮ରୁ ମହାଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତମାନ ସୁଦ୍ଧା ୨ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ବିବାଦୀୟ କ୍ଷେତ୍ର ପ୍ରାଚ୍ୟର ଗୋଟିଏ ବାଣିଜ୍ୟ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣରେ ବ୍ୟବସାୟିକ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ଥିବା ଭାରତୀୟମାନେ… Continue reading ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୨ ଭାରତୀୟ ମୃତ, ଜଣେ ନିଖୋଜ

ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ

ନୂଆଦିଲ୍ଲୀ: ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ । ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ । ଦୀର୍ଘ ଏକ ଘନ୍ଟାଏ ଧରି ଏୟାର ରେଡ୍ । ଖସିଥିଲା ମାଳମାଳ ଡ୍ରୋନ୍ । ଜଳ, ସ୍ଥଳ, ଆକାଶ ସବୁଠି ମହା ବିଧ୍ୱଂସର ଖେଳ । ନଉଁନଥିବା ଇରାନ ଉପରେ ପ୍ରଚଣ୍ଡ ହମଲା କରୁଛନ୍ତି ଆମେରିକା ଓ ଇସ୍ରାଏଲ ସେନା… Continue reading ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ

ରନ୍ଧନ ଗ୍ୟାସ ପରେ ଖାଇବାତେଲ ଦରବୃଦ୍ଧି

ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା । ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି । ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ । ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ । ରନ୍ଧନ ଗ୍ୟାସ ପରେ ଭାରି ପଡିଲା ଖାଇବା ତେଲ ଦରବୃଦ୍ଧି । ହାଣ୍ଡିଶାଳରେ ଉପରେ ମହଙ୍ଗାମାଡ଼ । ରିଫାଇନ୍ ଓ ପାମୋଲିନ ତେଲ ଲିଟର ପିଛା ହାରାହରି ୫ରୁ ୬ ଟଙ୍କା ବୃଦ୍ଧି… Continue reading ରନ୍ଧନ ଗ୍ୟାସ ପରେ ଖାଇବାତେଲ ଦରବୃଦ୍ଧି

ଇରାନ ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା

ନୂଆଦିଲ୍ଲୀ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ ଇସ୍ରାଏଲ୍ । ତେବେ ଯୁଦ୍ଧ ବିଭୀଷିକା ଭିତରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସଂକଟକୁ ନେଇ ପ୍ରକାଶ ପାଇଛି ଉଦବେଗ । ଏପଟେ ମଧ୍ୟପ୍ରାଚ୍ୟ ସ୍ଥିତି ଓ ଭାରତ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଜି ସଂସଦରେ… Continue reading ଇରାନ ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା

You cannot copy content of this page