ଭୁବନେଶ୍ୱର[10:20 pm, 21/3/2026] Priyabrata Barik: ବିଶ୍ବ କବିତା ଦିବସ ରେ ନବୀନ ସୂତ୍ରଧର କବିତା ସମ୍ମାନ ରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ବରେଣ୍ୟ କବି ଓ ଗୀତିକାର ଭୁବନେଶ୍ୱର:ସ୍ଥାନୀୟ ଗୀତଗୋବିନ୍ଦ ସଦନ ରେ ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର (ନବୀନ ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ଵ କବିତା ଦିବସ ମହା ସମାରୋହ ରେ ପାଳନ କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇ ବରେଣ୍ୟ କବି ଓ ଗୀତିକାର ଯଥାକ୍ରମେ ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ଓ… Continue reading ବିଶ୍ବ କବିତା ଦିବସ
ବିଶ୍ବ କବିତା ଦିବସ