ଚିଲିକା,୦୩/୪ :ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ ସଭାପତି କାଂହୁ ଚରଣ ଲେଙ୍କାଙ୍କ ସଭାପତିତ୍ୱରେ ଉଦଘାଟନ ହୋଇଯାଇଛି l ମଣ୍ଡଳ ସାଧାରଣ ସମ୍ପାଦକ ଅରୁଣ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ୫ଟି ବର୍ଗରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସହ ଖୋର୍ଦ୍ଧା… Continue reading ବାଣପୁର ଠାରେ ଭଗବତୀ ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଉଦଘାଟିତ l
ବାଣପୁର ଠାରେ ଭଗବତୀ ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଉଦଘାଟିତ l