ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଭୁବନେଶ୍ୱର ତା 07/04/26 ପାମ ହାଇରୋଡ଼ସ୍ଥିତ “ଡିଭାଇନ ହେଲଥ କ୍ଲିନିକ “ପରିସରରେ ଏକ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ 8ଟା ରୁ ଦିବା 1 ଟା ପର୍ଯ୍ୟନ୍ତ ଚାଲିଥିବା ଉକ୍ତ ଶିବିରକୁ ଶୀଧେଶ୍ୱର ୱେଲଫେୟାର ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା l ହୃଦରୋଗ ବିଶେଷଜ୍ଞ ଡ଼ଃ ଦୀପ୍ତି ରଞ୍ଜନ ବେହେରା,ସର୍ଜନ ଡ଼ଃ ପ୍ରମୋଦ କୁମାର ବିଶ୍ୱାଳ,ଭେଷଜ ବିଶେଷଜ୍ଞ ଡ଼ଃ ଶ୍ରୀଧର ବେହେରା,କଣ୍ଠ, ଗଳା, ନାସା ବିଭାଗ ଡାକ୍ତର ମନସ୍ବିନୀ ମଲ୍ଲିକ 60 ଜଣ… Continue reading ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ନାଚୁଣୀ କଲେଜ ଅଧ୍ୟାପକଙ୍କ ପତ୍ନୀ ବିୟୋଗ।

ଚିଲିକା,୭। ୪: ନାଚୁଣୀ କଲେଜ ପ୍ରାଣୀବିଜ୍ଞାନର ଅଧ୍ୟାପକ ଦେବଦତ୍ତ ପାଣିଙ୍କର ଧର୍ମପତ୍ନୀ ରଶ୍ମୀ ମାଳା ପାଣିଙ୍କର ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଜଣେ ସ୍ନେହିଁ, ଅମାୟିକ ଓ ଧର୍ମପ୍ରାଣା ମହିଳା ଥିଲେ ।ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ହସପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ଦେବଦତ୍ତ, ଦୁଇ ପୁତ୍ର ଦୁର୍ଗାମାଧବ ଓ… Continue reading ନାଚୁଣୀ କଲେଜ ଅଧ୍ୟାପକଙ୍କ ପତ୍ନୀ ବିୟୋଗ।

You cannot copy content of this page