ନମାମି ମନ୍ଦାକିନୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ତା 18/04/26 ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ “ନମାମି ମନ୍ଦାକିନୀ ଓ ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ”ପକ୍ଷରୁ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ 2026ରେ ସମ୍ମାନିତ କରାଯାଇଥିଲା l ଉତ୍ତରୀୟ,ପଗଡି,ସାଲ, ଟ୍ରଫି ପୁଷ୍ପଗୁଚ୍ଛ, ପୁସ୍ତକ ପ୍ରଦାନ କରାଯିବା ସହିତ ଓଡିଶା ର ପରମ୍ପରା ଓ ସଂସ୍କୃତି ଅନୁସାରେ ଚନ୍ଦନ, ଚାଉଳ, ପୁଷ୍ପ ପ୍ରମୁଖ ଦ୍ୱାରା ଆଶୀର୍ବାଦ ଓ ସ୍ୱାଗତ କରାଯାଇଥିଲା l ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମାନ୍ୟବର… Continue reading ନମାମି ମନ୍ଦାକିନୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ

କଳାହାଣ୍ଡି,୧୮|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେସିଙ୍ଗା ଶାଖାର ବୁଡିପଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି |କେସିଙ୍ଗା ବ୍ଳକର ହାରାହାରି ୪ ଟି ପଞ୍ଚାୟତରୁ ଶତାଧିକ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ବାଳସି ବୁଡିପଦର ଗାଁ ବୁଲିଥିଲେ… Continue reading ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ

ପୁରୀ ମଦର ପବ୍ଲିକ ସ୍କୁଲର ଛାତ୍ରୀ ଟିନା ରଥ 500ରୁ 500 ମାର୍କ

ଭୁବନେଶ୍ୱର 18ଏପ୍ରିଲ :ଚଳିତ ବର୍ଷ CBSE ଦଶମ ରେଜଲ୍ଟ ପ୍ରକାଶ ପାଇଛି l ଏଥର ରାଜ୍ୟରେ ମୋଟ ଛାତ୍ର ଛାତ୍ରୀ 741ଟି ସ୍କୁଲ ରୁ 65204ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଥିଲେ, ସେମାନଙ୍କ ମଧ୍ୟରୁ 64900ଜଣ ପରୀକ୍ଷା ଦେଇଥିଲେ l ଏବଂ 60788ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି l ଏଥର ମଧ୍ୟ ଛାତ୍ର ଙ୍କ ତୁଳନାରେ ଛାତ୍ରୀ ମାନେ ଆଗରେ ଅଛନ୍ତି l ଏଥର ଓଡିଶା ରେ ମୋଟ ପାସ ହାର ଶତକଡା 93.66% ରହିଛି… Continue reading ପୁରୀ ମଦର ପବ୍ଲିକ ସ୍କୁଲର ଛାତ୍ରୀ ଟିନା ରଥ 500ରୁ 500 ମାର୍କ

You cannot copy content of this page