ଚିଲିକା,୨୮।୪: ସ୍ଵର୍ଗତ ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିଜ ଜନ୍ମ ସ୍ଥାନ ବଉଳା ବନ୍ଧ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ସ୍ୱର୍ଗତ ଗାୟକ ଗୌରୀଶଙ୍କର ରଥଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ… Continue reading ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |
ଗାୟକ ବାକ୍ ଭୂଷଣ ଗୌରୀ ଶଙ୍କର ରଥଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା |