ଝିଣ୍ଟିଶାସନ ପଞ୍ଚାୟତରେ ମାଗଣା ଚକ୍ଷୁସେବା ଶିବିର

ବାଲିଅନ୍ତା,୨୬|୫:ସ୍ଥାନୀୟ ଝିଣ୍ଟି ଶାସନ ପଞ୍ଚାୟତ ପରିସରରେ ପଟିଆ ସ୍ଥିତ ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।… Continue reading ଝିଣ୍ଟିଶାସନ ପଞ୍ଚାୟତରେ ମାଗଣା ଚକ୍ଷୁସେବା ଶିବିର

ବିପ୍ଲବୀ ନାଟ୍ୟକାର ତଥା ବିଶିଷ୍ଟ ଗାନ୍ଧୀବାଦୀ ସ୍ଵାଧୀନତା ସଂଗ୍ରାମୀ ପରଶୁରାମ ହରିଚନ୍ଦନଙ୍କ ୪୯ତମ ଶ୍ରାଦ୍ଧୋତ୍ସବ ପାଳିତ,

ଚିଲିକା,୨୬।୫: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବୀ ନାଟ୍ୟକାର, ସମାଜ ସୁଧାର କ ତଥା ବାଣପୁର ବ୍ଲକର ପ୍ରଥମ ଚେୟାରମ୍ୟାନ ସ୍ଵର୍ଗତ ପରଶୁରାମ ହରିଚ଼ ନ୍ଦନଙ୍କ ୪୯ ତମ ଶ୍ରାଦ୍ଧୋତ୍ସବ ଓଡିଶା ସାହିତ୍ୟ ଏକାଡେମୀ ଏବଂ ପରଶୁରାମ ହରିଚନ୍ଦନ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଠାରେ ପାଳିତ ହୋଇ ଯାଇଅଛିI ଏହି ଅବସରରେ ଗମ୍ଭାରୀ ମୁଣ୍ଡାସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ସ୍ମୃତି କମିଟିର ସଭାପତି ଗୋଲକ ବିହାରୀ… Continue reading ବିପ୍ଲବୀ ନାଟ୍ୟକାର ତଥା ବିଶିଷ୍ଟ ଗାନ୍ଧୀବାଦୀ ସ୍ଵାଧୀନତା ସଂଗ୍ରାମୀ ପରଶୁରାମ ହରିଚନ୍ଦନଙ୍କ ୪୯ତମ ଶ୍ରାଦ୍ଧୋତ୍ସବ ପାଳିତ,

ADG ଦୟାଲ ଗଙ୍ଗୱ୍ୱାର ଙ୍କୁ ଗୃହ ବିଭାଗ କୁ ବଦଳି

ଭୂବନେଶ୍ୱର/ ବାଲିଅନ୍ତା, ୨୬।୫: ବାଲିଅନ୍ତା ମବ୍ ଲିଚିଙ୍ଗ୍ ଘଟଣା ଏବେ ବି ଓଡ଼ିଶାର ଚାରିଆଡ଼େ ଚର୍ଚ୍ଚା ହେଉଛି,ଚର୍ଚ୍ଚା ହେବାର କାରଣ ହେଲା,ଏ ଘଟଣା ଏତେ ବିଭତ୍ସ ଥିଲା ଯେ, ଦେଖିବା ତ ଦୁରର କଥା, କେହି ଯଦି ବର୍ଣ୍ଣନ୍ନା ବି କରୁଥାଏ, ସୌମ୍ୟରଞନ ସ୍ଵାଇଁ ଙ୍କୁ କିଛି ଲୋକ ହତ୍ୟା କଲେ ତାହା ଶୁଣିବା ମଧ୍ୟ କଷ୍ଠ ହେବ । ଏହାରି ଭିତରେ ୧୮ ଦିନ ବିତିଗଲାଣି ଏବଂ ଅଚାନକ ରାଜ୍ୟ ସରକାର ପୋଲିସ ବିଭାଗ ର… Continue reading ADG ଦୟାଲ ଗଙ୍ଗୱ୍ୱାର ଙ୍କୁ ଗୃହ ବିଭାଗ କୁ ବଦଳି

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନ: ସୋମବାର ଦିନ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ କଲରଙ୍ଗୀଅତାସ୍ଥିତ ତାରିଣୀ ମାର୍କେଟ୍ରେ । ଗତକାଲି ସନ୍ଧ୍ୟାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ଯୋଗୁ ଏହି ଅଂଚଳରେ ବହୁ ଗଛ ଭାଙ୍ଗିଯିବା ସହ ବହୁ କ୍ଷୟକ୍ଷତି କରିଛି । ଦୋକାନ ବଜାର ଓ ଘରର ଟିଣ ଆଜବେଷ୍ଟ୍ ମଧ୍ୟ ଉଡାଇନେଇଥିବା ଦେଖିବାକୁ ମିଳିଛି । ଏହି କାଳବୈଶାଖୀରେ ବହୁ ଗଛ ମଧ୍ୟ ଭାଙ୍ଗିଯାଇଛି । କଲରଙ୍ଗୀ ଅତା ତାରିଣୀ ମାର୍କେଟରେ… Continue reading ତାଣ୍ଡବ ରଚିଲା କାଳବୈଶାଖୀ

You cannot copy content of this page