ଭୁବନେଶ୍ୱର ତା 29/05/26 ଯୁବ ସାମ୍ବାଦିକ, ସିନେ ସମୀକ୍ଷକ, ଗାଳ୍ପିକ, ସାମାଜିକ କର୍ମୀ ପବିତ୍ର ଗୌଡ଼ଙ୍କ ବିୟୋଗରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭିର ଶୋକବ୍ୟକ୍ତ କରାଯିବା ସହ ପବିତ୍ରଙ୍କ ପ୍ରତିଭା ଆଗାମୀ ଯୁବ ପ୍ରତିଭାଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ “ପକ୍ଷରୁ ମତ ବ୍ୟକ୍ତ ରାଯାଇଥିଲା l ସମ୍ପାଦକ ଅରବିନ୍ଦ ତ୍ରିପାଠୀ,ପରିଚାଳନ ସମ୍ପାଦକ ଦିପ୍ତିମୟ ରଣା,ସାମ୍ବାଦିକ ରମେଶ କୁମାର ମହାପାତ୍ର, ସାମ୍ବାଦିକା ରୀନା ମହାନ୍ତି,ସମାଜସେବୀ,ନାରାୟଣ ଖୁଣ୍ଟିଆ, ମୁଗୁପୁର ସମାଚାର… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପବିତ୍ରଙ୍କ ବିୟୋଗରେ ଗଭିର ଶୋକପ୍ରକାଶ
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପବିତ୍ରଙ୍କ ବିୟୋଗରେ ଗଭିର ଶୋକପ୍ରକାଶ