ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ

ବାଲିଅନ୍ତା, ୩୧/୫ ବିଶ୍ୱ ଋତୁଶ୍ରାବ ଦିବସ ଅବସରରେ ଶୈଳବାଳା ଫାଉଣ୍ଡେସନ ଓ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଯଶୁଆପୁର ଗ୍ରାମରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନର ଓଡ଼ିଶା ଶାଖା ମୁଖ୍ୟ ନମ୍ରତା ପ୍ରସାଦ, ଜୟନ୍ତ କୁମାର ପରିଡା ଓ ଶୈଳବାଳା ଫାଉଣ୍ଡେସନର ଫାଉଣ୍ଡର ସଦସ୍ୟା ବେବି… Continue reading ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ

ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଘର ବାହୁଡ଼ିଲେ ପିପିଲି ନିର୍ବାଚନମଣ୍ଡଳୀ କଂଗ୍ରେସର ଜଣାଶୁଣା ରାଜନେତା ସ୍ବର୍ଗତଃ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ଓରଫ ରାଜା l ବାପା ସ୍ବର୍ଗତଃ ସାମନ୍ତରାୟ ପୂର୍ବରୁ କଂଗ୍ରେସର ଜଣେ ତୁଙ୍ଗ ନେତା ଥିବାବେଳେ ଗତ ନିର୍ବାଚନରେ ବାପା ଓ ପୁଅ ବିଜେଡିରେ ଯୋଗଦେଇଥିଲେ l ମାତ୍ର ପୁଅ ରାଜା ଆଜି ପୁଣି ଶତାଧିକ ସମର୍ଥକଙ୍କ ସହ ଘର ବାହୁଡ଼ିଛନ୍ତି l ବହୁ ପୁରାତ୍ତନ କଂଗ୍ରେସ ଦଳକୁ ଆଶା ପ୍ରକଟ କରି ପୁଣି ଆପଣାଇଛନ୍ତି ରାଜା l… Continue reading ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

ମହାନଦୀ ବଞ୍ଚାଓ ଆନ୍ଦୋଳନ

ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କରେ ଚିନ୍ତନ ବୈଠକ ଅନୁଷ୍ଠିତ lଶାସକ ଦଳକୁ ଛାଡି ଯୋଗ ଦେଲେ ସବୁ ରାଜନୈକ ଦଳ l ମହାନଦୀରେ ପ୍ରକୃତରେ କେତେ ପାଣି ଉପଲବ୍ଧ ତାକୁ ନେଇ ଦିଲ୍ଲୀରେ ହେବ ଜାତୀୟ ବୈଷୟିକ ଚିନ୍ତନ ବୈଠକ l ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହେବ ମାନବ ଶୃଙ୍ଖଳ lଭୁବନେଶ୍ୱର ତା 31 l 5 l ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ମହାନଦୀରେ ଉପଲବ୍ଧ ଜଳରାଶି ପ୍ରସଙ୍ଗରେ… Continue reading ମହାନଦୀ ବଞ୍ଚାଓ ଆନ୍ଦୋଳନ

ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ

ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଶାନ୍ତିସ୍ତୁପ ଧଉଳିରେ “ବିଶ୍ଵ ତମାଖୁ ବର୍ଜନ ଦିବସ” ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଏସ. ଆଇ ପ୍ରବୀର ଲେଙ୍କା ଓ ସମାଜ ସେବୀ ମଦମୁକ୍ତ ବାହିନୀର କାର୍ଯ୍ୟକର୍ତା ଅରୁଣ ସାମନ୍ତରାୟ ଯୋଗଦେଇ ଥିଲେ l ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ଏକ ଜନସଚେତନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l  ନିଶା ମୁକ୍ତ ଭାରତ ଗଠନର ଶପଥ ପାଠ ଜନସଚେତନ କରିବା… Continue reading ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ

ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର ତା 31/05/26 ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସତ୍ୟ ନଗର ବସ୍ତିରୁ ଏକ ପଥପ୍ରାନ୍ତ ସଭା ବାହାରି ବମିଖାଲ ସ୍ଥିତ କଲରା ବସ୍ତିଠାରେ ସମାପନ ହୋଇଥିଲା l ସମ୍ପାଦିକା ସମିତା ମହାରଣା ମତବ୍ୟକ୍ତ କରିଥିଲେ ଯେ ତମାଖୁ ସେବନ କରି ବିଶ୍ୱରେ ଲକ୍ଷ ଲକ୍ଷ ବ୍ୟକ୍ତି ମୃତ୍ୟୁମୁଖରେ ପଡୁଛନ୍ତି, ଯାହାକି ଘୋର ଚିନ୍ତା ଓ… Continue reading ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସେନ୍ଟନାରୀ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମ୍ମାନୀୟ ଅତିଥି ସବ୍ ଡୀଭିଜୋନlଲ୍ ପୋଲିସ ଅଫିସର ସରୋଜ ଉପାଧ୍ୟାୟ ଓ ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ… Continue reading ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

You cannot copy content of this page