ଶ୍ରଦ୍ଧାଞ୍ଜଳି ଦିବସରେ ପିଲା ମାନଙ୍କୁ ପାଠ୍ୟ ଉପକରଣ ବଂଟନ

ଭୁବନ: ଓଡିଶ ଗ୍ରାମରେ ପ୍ରସନ୍ନ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରସନ୍ନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ଦିବସ ଅବସରରେ ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କ ସ୍ତ୍ର, ଝୀଅ ଓ ଜ୍ୱାଇଁ ସାମିଲ ହୋଇ ପିଲା ମାନଙ୍କୁ ସ୍କୁଲ୍ ବ୍ୟାଗ୍ ସହିତ ଖାତା ପେନସିଲ କଟର୍ ଓ ବିସ୍କୁଟ ବାଂଟିଥିଲେ । ଏଥିରେ ଓଡିଶ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବୁଧିମନ୍ତ ରଣା ଓ ଉକôଳବୁଲିଟିନ ଚାରିଟେବୁଲ ଟ୍ରଷ୍ଟ ର ସମାଜସେବୀ… Continue reading ଶ୍ରଦ୍ଧାଞ୍ଜଳି ଦିବସରେ ପିଲା ମାନଙ୍କୁ ପାଠ୍ୟ ଉପକରଣ ବଂଟନ

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାର ଦ୍ୱାରା ଆୟୋଜିତ ଦେବସ୍ମୃତି ଉତ୍ସବ ୨୦୨୬ରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର ।

ଭୁବନେଶ୍ୱର (୩୧.୦୫.୨୦୨୬): ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରା ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ “ଦେବସ୍ମୃତି ମହୋତ୍ସବ ୨୦୨୬” (ଏକ ଓଡ଼ିଶୀ ନୃତ୍ୟର ସନ୍ଧ୍ୟା) ଆୟୋଜନ କରିଥିଲା । ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ ଓ ତାର ପ୍ରଚାର କରିବା ସହ ଓଡ଼ିଶୀ ନୃତ୍ୟକୁ ପାରମ୍ପରିକ ଆଦିବାସୀ ଓ ଲୋକନୃତ୍ୟରେ ସଂଯୋଗ କରାଇବା… Continue reading କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାର ଦ୍ୱାରା ଆୟୋଜିତ ଦେବସ୍ମୃତି ଉତ୍ସବ ୨୦୨୬ରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର ।

You cannot copy content of this page