ଶ୍ରଦ୍ଧାଞ୍ଜଳି ଦିବସରେ ପିଲା ମାନଙ୍କୁ ପାଠ୍ୟ ଉପକରଣ ବଂଟନ

ଭୁବନ: ଓଡିଶ ଗ୍ରାମରେ ପ୍ରସନ୍ନ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରସନ୍ନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ଦିବସ ଅବସରରେ ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କ ସ୍ତ୍ର, ଝୀଅ ଓ ଜ୍ୱାଇଁ ସାମିଲ ହୋଇ ପିଲା ମାନଙ୍କୁ ସ୍କୁଲ୍ ବ୍ୟାଗ୍ ସହିତ ଖାତା ପେନସିଲ କଟର୍ ଓ ବିସ୍କୁଟ ବାଂଟିଥିଲେ । ଏଥିରେ ଓଡିଶ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବୁଧିମନ୍ତ ରଣା ଓ ଉକôଳବୁଲିଟିନ ଚାରିଟେବୁଲ ଟ୍ରଷ୍ଟ ର ସମାଜସେବୀ ତଥା ସାମ୍ବାଦ୍ଖଳ ବିମଳ କୁମାର ରଣା ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଦିବସରେ ଉକôଳବୁଲିଟିନ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ସହୋଯୋଗ କରିଥିବା ଦେଖିବାକୁ ମିଳିଥିଲାା ଏହିଭଳି କାର୍ଯ୍ୟକ୍ରମ ପିଲା ମାନଙ୍କ ଆଗ୍ରହ କୁ ଦ୍ୱିଗୁଣିତ କରିବା ସାହା ଶିକ୍ଷାରେ ମନୋନିବେଶ ଲାଗି ଆଗ୍ରହ ସୃଷ୍ଟି ହେବ ବୋଲି ଶିକ୍ଷକ ବୁଧିମନ୍ତ ରଣା ମତବ୍ୟକ୍ତ କରିଥିଲେ ।

ଉକôଳବୁଲିଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page