ବାଲିଅନ୍ତା,୪|୬(ଗୋବର୍ଦ୍ଧନ ଦାସ):ସ୍କୁଟି ଚୋରୀ କରି ବନ୍ଧାହେଲା ଦୁର୍ବୁତ୍ତ l ଘଟଣାଟି ଧଉଳି ଥାନାରେ ଘଟିଥିବା ବେଳେ ପୁଲିସ ଉକ୍ତ ଚୋରକୁ ବାନ୍ଧି ଅଦାଲତ ଚାଲାଣ କରିଛି l ସେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ନୋଳିଆ ସାହିର ପପୁ ଓରଫ ନିର୍ମଳ ଦାସ l ପପୁ ଦୀର୍ଘବର୍ଷ ହେବ ଧଉଳି ଥାନା ରଘୁନାଥପୁର ଭୋଇ ସାହିରେ ଭଡାରେ ରହୁଥିଲେ l ଖବରନେବାରେ ଜଣାପଡିଛି ଏହି ଥାନା ନାଥପୁର ଗ୍ରାମର ବିକ୍ରମ କେଶରୀ ପ୍ରଧାନ ତାଙ୍କ ହୋଣ୍ଡା ଆକ୍ଟିଭା… Continue reading ସ୍କୁଟି ଚୋରୀ କରି ଧରାପଡିଗଲା ଦୁର୍ବୁତ୍ତ
ସ୍କୁଟି ଚୋରୀ କରି ଧରାପଡିଗଲା ଦୁର୍ବୁତ୍ତ