ଐତିହ୍ୟ ସ୍ଥଳରେ ଧୁମଧାମରେ ପାଳିଲେ ପହିଲି ରଜ

ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ ): ଐତିହ୍ୟ ସ୍ଥଳି ଧଉଳି ଗୋପୀନାଥପୁର ମହିଳା ମହାସଂଘ ପକ୍ଷରୁ ୧0 ମ ରଜ ମହୋତ୍ସବ ପାଳିତ ହୋଇଯାଇଛି । ରଶ୍ମିପ୍ରଭା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ‘କାପୋକ’ର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଭୁବନେଶ୍ବର ବ୍ଳକ ଅଧ୍ଯକ୍ଷା ନିରୁପମା ସାହୁ, ଶିକ୍ଷାବିତ ରଘୁନାଥ ମହାନ୍ତି, ସମାଜସେବୀ ବାମଦେବ ଗଜେନ୍ଦ୍ର ପ୍ରମୁଖ ଯୋଗଦେଇଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ… Continue reading ଐତିହ୍ୟ ସ୍ଥଳରେ ଧୁମଧାମରେ ପାଳିଲେ ପହିଲି ରଜ

ଶିଶୁପାଳଗଡ଼ରେ ଧୁମଧାମରେ ପାଳିତ ହେଲା ରଜ ମହୋତ୍ସବ-୨୦୨୬

ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ):ଆମ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ରଜ l ଏହାକୁ ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ପାଳନ କରନ୍ତି l ଖାସକରି ଯୁବତୀ ଓ ମହିଳା ମାନେ ଏହି ପର୍ବ ପାଳନ କରିଥାନ୍ତି ବୋଲି ଶିଶୁପାଳଗଡ଼ ଦଶହରା ପଡିଆରେ ଦଧିବାମନ ଦେବ ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ ପ୍ରଥମ ରଜ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି l ଉଦ୍‌ଘାଟନୀ ଉତ୍ସବରେ ମେୟର ଶ୍ରୀମତୀ ସୁଲୋଚନା ଦାସ… Continue reading ଶିଶୁପାଳଗଡ଼ରେ ଧୁମଧାମରେ ପାଳିତ ହେଲା ରଜ ମହୋତ୍ସବ-୨୦୨୬

କୁଶଭଦ୍ରା ନଦୀ ପୁନଃରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ସହିତ ଆଲୋଚନା

ରାମଚନ୍ଦ୍ରପୁର ବ୍ୟାରେଜ ନିର୍ମାଣ କାମକୁ ଶୀଘ୍ର ସାରିବା ସହିତ ନଦୀର ମୁହାଣ ଖୋଲିବାକୁ ଦାବି l ଭୁବନେଶ୍ୱର ତା 14 l 6 l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଙ୍କ ନେତୃତ୍ୱ ରେ “କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ନେତୃମଣ୍ଡଳୀ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ମୁଖ୍ୟ ଶ୍ରୀ ବିଭୁତି ଭୂଷଣ ଦାସ, ଯନ୍ତ୍ରୀ, ଜଳ ନିଷ୍କାସନ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳଙ୍କୁ ସାକ୍ଷାତ କରି… Continue reading କୁଶଭଦ୍ରା ନଦୀ ପୁନଃରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ସହିତ ଆଲୋଚନା

You cannot copy content of this page