ନିଶା ମୁକ୍ତ ଓଡିଶା ,ଉଜୁଡା ସଂସାର ସଜଡ଼ା ଚିନ୍ତାରେ ସେବା ପ୍ରତିନିଧି

ବାଲିଅନ୍ତା / ଭୁବନେଶ୍ୱର ୦୪/୦୭(ଗୋବର୍ଦ୍ଧନ ଦାସ) :- ଯୁବ ପିଢ଼ି ବର୍ତ୍ତମାନ ନିଶାଦ୍ରବ୍ୟ ମାତ୍ରାଧିକ ଭାବେ ସେବନ କରି ଅଳ୍ପ ଦିନରେ ନିଶାଡ଼ିଆ ହୋଇ ବିଭିନ୍ନ ଚୋରି, ରାହାଜାନୀ ଆଦି ଅନେକ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଏପରି ଅନେକ ଘର ଉଜୁଡିବାରେ ଲାଗିଛି ।ନିଶା ଘରେ ଘରେ ବସା କରିବାକୁ ଲାଗିଲାଣି। ଏହାର ପ୍ରତିକାର ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳେଶ୍ଵରସ୍ଥ ଗଙ୍ଗୁଆ ଭୋଇ ସାହିରେ ସଂସାର… Continue reading ନିଶା ମୁକ୍ତ ଓଡିଶା ,ଉଜୁଡା ସଂସାର ସଜଡ଼ା ଚିନ୍ତାରେ ସେବା ପ୍ରତିନିଧି

ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତି·ରଣ

ଭୁବନେଶ୍ୱର, ୪.୭ : ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସାମନ୍ତ ନଟବର ସିଂହଙ୍କ ପୂଣ୍ୟତିଥିରେ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ବୃକ୍ଷପୂଜା ଓ ସ୍ମୃତି·ରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ବନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ମୃତିବନଠାରେ ୨୦୧୭ ମସିହାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ରୋପଣ କରାଯାଇଥିବା ବଉଳ ଗଛଟିକୁ ପୂଜାର୍ଚ୍ଚନା କରାଯିବା ପରେ ସେଦିନର ସ୍ମୃତିକୁ, ସ୍ମୃତି·ରଣ… Continue reading ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତି·ରଣ

ବିଦ୍ୟାଳୟରେ ବନଉତ୍ସବ ପାଳିତ

ବାଲିଅନ୍ତା,୪|୭(ଗୋବର୍ଦ୍ଧନ ଦାସ):ବନ ସପ୍ତାହ ଦିବସ ଉପଲକ୍ଷେ ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ ବନଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କ୍ୟାପିଟାଲ ନର୍ସରୀର ସୁପରିଣ୍ଟେଣ୍ଡେଣ୍ଟ ଜୟନ୍ତ କୁମାର ଜେନା, ବାଲିପାଟଣା ବନାଞ୍ଚଳ କାର୍ଯ୍ୟଳୟର ବନପାଳ ସାଧୁ ଚରଣ ମହାପାତ୍ର, ଶିକ୍ଷାବିତ ବ୍ରଜକିଶୋର ମହାନ୍ତି, ବିଧୁଭୂଷଣ ପଟ୍ଟନାୟକ, ଯୁବନେତା ମାନସ ନାୟକ, ବିଦ୍ୟାଳୟ ଆଲୁମିନି ସଭାପତି ପ୍ରଶାନ୍ତ ବାରିକ ପ୍ରମୁଖ ଯୋଗଦେଇଥିଲେ l ଏଥିରେ “ସକାଳର ସ୍ୱଚ୍ଛତା… Continue reading ବିଦ୍ୟାଳୟରେ ବନଉତ୍ସବ ପାଳିତ

ଅସରଳା ବିଦ୍ୟାଳୟ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଚିଲିକା,୪।୭:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ମାସ ୩୦ତାରିଖ ରେ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ସୁବାସ ଚନ୍ଦ୍ର ଖଣ୍ଡାଇଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ରଙ୍କ ତତ୍ତ୍ଵାବଧାନରେ ଶନିବାର ଦିନ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ବୋଲଗଡ଼… Continue reading ଅସରଳା ବିଦ୍ୟାଳୟ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଚିକିତ୍ସକ ଡ଼ଃକାଳିନ୍ଦୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ତା 04/07/26 ଓଡିଶାର ସୁନାମଧନ୍ୟ ଚିକିତ୍ସକ, ସମାଜସେବୀ ଡ଼ଃ କାଳିନ୍ଦୀ ଚରଣ ସେଠିଙ୍କୁ ସାମାଜିକ ସଂଗଠନ “ନାରାୟଣ ସେବା ଫାଉଣ୍ଡେସନ “ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଡ଼ଃସେଠି ରାଜ୍ୟର ଜଣେ ସଫଳ ହୋମିଓପାଥି ଡାକ୍ତର ଭାବେ ସୁନାମ ଅର୍ଜନ କରିବା ସହିତ ନୀରବ ଭାବେ ଅସହାୟ, ଅଭାବୀ,ଦୁସ୍ଥ ବ୍ୟକ୍ତିବିଶେଷ ପାଇଁ ଦୀର୍ଘ 40 ବର୍ଷଧରି ସେବା ଯୋଗାଇ ଆସୁଛନ୍ତି l ସଂଗଠନର ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ… Continue reading ଚିକିତ୍ସକ ଡ଼ଃକାଳିନ୍ଦୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା, ୩/୬/୨୬(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ପଞ୍ଚାୟତ ତଳଗଡ଼ସ୍ଥିତ ପତିତପାବନ ଯୁବକ ସଂଘ ପ୍ରାଙ୍ଗଣରେ ଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ ବ୍ଲକର ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ କିଶୋର ନାୟକ, ପୀତବାସ ଦାଶ, ସୁର୍ଯ୍ୟକାନ୍ତ ଭୋଳ, ପ୍ରଭାତେଂଶୁ ସାମନ୍ତରାୟ, ଲୁକେଶ ସାହୁ, ଗଦାଧର… Continue reading ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପିନେବା ଘଟଣା ; ଲୁଟିଆ ଗିରଫ

ବାଲିଅନ୍ତା,୩|୭ (ଗୋବର୍ଦ୍ଧନ ଦାସ ):ଗତମାସ ୨୩ ତାରିଖରେ ବାଳକାଟି ଫାଣ୍ଡି ଅଧିନ ପୁରୁଣା ଜଗନ୍ନାଥ ସଡ଼କ ମା’ଭାଗବତୀ ମନ୍ଦିର ନିକଟ ଏକ ହୋଟେଲ ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଦୁର୍ବୁତ୍ତ ଭ୍ୟାନିଟ ଝାମ୍ପି ନେବା ଘଟଣାରେ ବାଲିଅନ୍ତା ଥାନା ପୁଲିସ ଜଣେ ଲୁଟିଆକୁ ଗିରଫ କରି ଅଦାଲତ ଚାଲାଣ କରିଛି l ଏଥିସହ ଲୁଟିଆର ବ୍ୟବହୃତ ପଲସର ମୋଟର ସାଇକଲ ଜବତ କରିଥିବା ବେଳେ ଉକ୍ତ ଯୁବତୀଙ୍କ ମୋବାଇଲ ଉଦ୍ଧାର କରିଛି l ଲୁଟିଆ ହେଲେ ନିଆଳି… Continue reading ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପିନେବା ଘଟଣା ; ଲୁଟିଆ ଗିରଫ

ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା

ବାଲିଅନ୍ତା, ୩|୭(ଗୋବର୍ଦ୍ଧନ ଦାସ):ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଓ ସିଏ ଦେବାଶିଷ ମିଶ୍ର ଙ୍କୁ ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ରୋଟାରି କ୍ଳବ ତରଫରୁ ଡିଜି ଶ୍ରୀ ଅନିଲ କୁମାର ସାମଲ (IAS) ଓ ଫାଷ୍ଟ ଲେଡି ସୁବ୍ରତା ସାମଲ ସମ୍ଭର୍ଦ୍ଧନା କରିଛନ୍ତି. ସି ଏ କେଜ୍ରିୱାଲ ଜଣେ ବରିଷ୍ଟ ଅର୍ଥନୀତିଜ୍ଞ ଓ କର ସେବା କ୍ଷେତ୍ର ରେ ତାଙ୍କର ଓଡିଶା ତଥା ଭାରତ ପାଇଁ ଅବଦାନ ଅତୁଳନୀୟ, ବିଭିନ୍ନ ସମୟ… Continue reading ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା

You cannot copy content of this page