କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ

ଭୁବନେଶ୍ୱର ତା 6 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ମାଗଣା ଶିକ୍ଷା ବୋଲି ଘୋଷଣା କରିବା ପରେ ସାରା ଓଡିଶାର ଅଭିଭାବକ ମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ସମସ୍ତେ ଭାବି ଥିଲେ କି ଯେହେତୁ କେଜି ବୋଲି ଘୋଷଣା ହେଲl ତେଣୁ ଘରୋଇ ବିଦ୍ୟାଳୟ ବି ସବୁ ମାଗଣା ଲାଗୁ ହେବ l ଘରୋଇ ବିଦ୍ୟାଳୟ ଏବଂ ସବୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଅଭିଭାବକଙ୍କ ଉପରୁ ସମସ୍ତ ଆର୍ଥିକ ବୋଝ ହଟାଇ… Continue reading କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ

ପ୍ରତାପଶାସନ ପଞ୍ଚାୟତ ଜଳମଗ୍ନ ଅଞ୍ଚଳ ଦେଖିଲେ ତହସିଲ ପ୍ରଶାସନ ଏବଂ ଡ୍ରେନେଜ ବିଭାଗ

ବାଲିଅନ୍ତା,୬|୭(ଗୋବର୍ଦ୍ଧନ ଦାସ):ଲଗାଣ ବର୍ଷାର ପ୍ରଭାବରେ ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୪0 ରୁ ଅଧିକ ପରିବାର ଜଳବନ୍ଦୀ ହୋଇରହିଛନ୍ତି l ଲୋକେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାତାୟାତ କରି କଲବଲ ହେଉଥିବା ଦେଖାଯାଇଛି l ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନ ପ୍ରାୟ ୧୧ ଟାରେ ବାଲିଅନ୍ତା ତହସିଲଦାର ଲିଲନ ପ୍ରସାଦ ସାହୁ, ଡ୍ରେନେଜ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଗୀତାଞ୍ଜଳି ବେହେରା, ସହକାରୀ ଯନ୍ତ୍ରୀ ବନିତା ସାହୁ, ତହସିଲ… Continue reading ପ୍ରତାପଶାସନ ପଞ୍ଚାୟତ ଜଳମଗ୍ନ ଅଞ୍ଚଳ ଦେଖିଲେ ତହସିଲ ପ୍ରଶାସନ ଏବଂ ଡ୍ରେନେଜ ବିଭାଗ

କପିଳେଶ୍ଵର ଜମିର ପୁନଉଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ସେବାୟତଙ୍କ ଦାବିପତ୍ର

ବାଲିଅନ୍ତା୦୬/୦୭:- ଶ୍ରୀ କପିଳେଶ୍ଵର ମହାଦେବ ଜମିର ପୁନଉଦ୍ଧାର ପାଇଁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଭୁବନେଶ୍ଵର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜନ ଜାଗରଣ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ସୂଚନା ମୁତାବକ ଶ୍ରୀ କପିଳେଶ୍ଵର ମହାଦେବ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ଦେବ। ପୂର୍ବକାଳରୁ ମନ୍ଦିର ପରିଚାଳନା ପାଇଁ ସେବାୟତଙ୍କ ନାମରେ ପ୍ରାଚୀନ କାଳରୁ ବିପୁଳ ପରିମାଣର ଜମି ଓଡ଼ିଶାର… Continue reading କପିଳେଶ୍ଵର ଜମିର ପୁନଉଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ସେବାୟତଙ୍କ ଦାବିପତ୍ର

ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକ ପାଇବେ, ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ

ଭୁବନେଶ୍ୱର, ୬.୭ : ଓଡ଼ିଶାର ପ୍ରଖ୍ୟାତ ଆଇନଜ୍ଞ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକଙ୍କୁ ଗଙ୍ଗାଧର ମହାପାତ୍ର ସମ୍ମାନ, ଆସନ୍ତା ୧୪ ତାରିଖ, ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ସ୍ୱର୍ଗତ ମହାପାତ୍ରଙ୍କ ଜନ୍ମଉତ୍ସବରେ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଡଃ… Continue reading ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକ ପାଇବେ, ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ

You cannot copy content of this page