–ଖାଲିଥିବା ଆରଟିଇ ମାଗଣା ସିଟ ପାଇଁ ପୁଣି ଆବେଦନ, ବହି ଯୋଗାଣ ଏବଂ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇ ସଚିବଙ୍କ ପ୍ରତିଶୃତି ଭୁବନେଶ୍ୱର ତା 3 ରିଖ l ଆଜି ଲୋକସେବା ଭବନରେ ଗଣଶିକ୍ଷା ସଚିବ ଡକ୍ଟର ତିରୁମାଲା ନାଏକଙ୍କ ସହ ଓଡିଶା ଅଭିଭାବକ ମହାସଂଘର ଏକ ଜରୁରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା l ଯେଉଁ ଅଭିଭାବକମାନେ ପାରାଦର୍ଶୀ ପୋର୍ଟାଲରେ ଅନେକ ଥର ଆବେଦନ ପରେ ତାଙ୍କ ପିଲାଙ୍କ… Continue reading ଗଣଶିକ୍ଷା ସଚିବ ଓ ଅଭିଭାବକ ମହାସଂଘ ର ଗୁରୁତ୍ୱପୂର୍ଣ ବୈଠକ