ଚିଲିକା, ୨ । ୯:ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ, ଅଭିମନ୍ୟୁ ସ୍ବାଇଁ ଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର କୁମାର ମହାରଣାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ସଚେତନତା ନାଟକ ନିଶା ମୁକ୍ତି ଅଭିଯାନ ସଫଳତା ର ସହ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ନାଟକର ମୁଖ୍ୟ ପୁରୁଷ ଚରିତ୍ର ରେ ବରିଷ୍ଠ ଅଭିନେତା କିଶୋର ଵେହେରା,ମୁଖ୍ୟ ନାରୀ ଭୂମିକାରେ ପ୍ରତିଷ୍ଠିତା ମଞ୍ଚ ଅଭିନେତ୍ରୀ… Continue reading ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |
ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |