.ରାଉରକେଲା, ୧୨/୯: ୫ ଲକ୍ଷ ଟଙ୍କା ଅବୈଧ ନଗଦ ଜବତ ଘଟଣାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି। ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୨, ତାରିଖ ୧୧.୦୯.୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ଧାରା ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ, ଅବକାରୀ ଲାଇସେନ୍ସଧାରୀମାନଙ୍କ… Continue reading ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ ; ୫ ଲକ୍ଷ ଟଙ୍କା ଜବତ ଓ ଆୟଠାରୁ ୧୦୦% ଅଧିକ ସମ୍ପତ୍ତି ଜଣାପଡ଼ିବା ପରେ ବାନ୍ଧିଲା ଭିଜିଲାନ୍ସ..
ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ ; ୫ ଲକ୍ଷ ଟଙ୍କା ଜବତ ଓ ଆୟଠାରୁ ୧୦୦% ଅଧିକ ସମ୍ପତ୍ତି ଜଣାପଡ଼ିବା ପରେ ବାନ୍ଧିଲା ଭିଜିଲାନ୍ସ..