ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ନାଚୁଣୀ ୟୁକୋ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା “ଆଞ୍ଚଳିକ ବିଶ୍ଵକର୍ମ। ଗୋଷ୍ଠୀ କେନ୍ଦ୍ର”ପରିସରରେ ସ୍ଥାପିତ ହୋଇଥିବା ଦେବ ଶିଳ୍ପୀ ପ୍ରଭୁ ଶ୍ରୀ ବିଶ୍ଵକର୍ମା ଙ୍କ ପୀଠରେ “ବିଶ୍ଵକର୍ମା ଆଞ୍ଚଳିକ ସ°ଘ ” ପକ୍ଷରୁ ବିଧିବିଧାନ ସହ ମହାରଣା କୂଳର ପାରମ୍ପରିକ ପୂଜାର୍ଚ୍ଚନା ତଥା… Continue reading ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ