ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର ରାମ ମନ୍ଦିର ଓ ପ୍ରଭୁ ଶ୍ରୀ ଶ୍ରୀ ମହାଦେବୀଙ୍କ ମନ୍ଦିରର ଚତୁଃପାଶ୍ୱର୍କୁ ସଫେଇ କରିବାକୁ ଆଗେଇ ଆସିଥିଲେ। ଓଡ଼ିଶ ଗ୍ରାମର ମହିମା ମହିଳା କମିଟିର ସଦସ୍ୟାଗଣ ଓ ମହାପାଟ ମନ୍ଦିରକୁ ସଫେଇ କରିଥିଲେ ମହାପାଟ୍ଟ ମହିଳା କମିଟିର ସଦସ୍ୟା ଗଣ ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଉତ୍କଳ ବୁଲେଟିନ୍… Continue reading vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ
vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ