vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ

ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର ରାମ ମନ୍ଦିର ଓ ପ୍ରଭୁ ଶ୍ରୀ ଶ୍ରୀ ମହାଦେବୀଙ୍କ ମନ୍ଦିରର ଚତୁଃପାଶ୍ୱର୍କୁ ସଫେଇ କରିବାକୁ ଆଗେଇ ଆସିଥିଲେ। ଓଡ଼ିଶ ଗ୍ରାମର ମହିମା ମହିଳା କମିଟିର ସଦସ୍ୟାଗଣ ଓ ମହାପାଟ ମନ୍ଦିରକୁ ସଫେଇ କରିଥିଲେ ମହାପାଟ୍ଟ ମହିଳା କମିଟିର ସଦସ୍ୟା ଗଣ ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସାମ୍ବାଦିକ ବିମଳ କୁମାର ରଣା ଓ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ଭାଗବତ ସେଠୀ, ହୃଦାନନ୍ଦ ପାତ୍ର, ମହିଳା କମିଟିର ସଭାପତି ଦ୍ୱୟ କହିଥିଲେ କି ନାରୀମାନେ ଜାଗ୍ରତ ହେଲେ ସ୍ୱଚ୍ଛ ଭାରତ ସମ୍ଭବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page