ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା’ ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ ପହଂଚିଛି l ଗତ ୦୩ ତାରିଖ ମହାଳୟା ଅମାବାସ୍ୟା ଶନିବାର ଠାରୁ ପୂଜା ଆରମ୍ଭ ହୋଇଥିଲା l ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜନ, ମା’ଙ୍କର ଷୋଡ଼ଶ ଉପଚାର ପୂଜା, ଚଣ୍ଡିପାଠ, ହବନ(ହୋମ)ପୀଠରେ ଚାଲିଅଛି । ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ପୂଜାରେ ଯୋଗଦାନ ଦେଇ ମାତୃକୃପା ଲାଭ କରୁଛନ୍ତି… Continue reading ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ