ଚିଲିକା, ୫ । ୧୧: ବୋଲଗଡ଼ ମଣ୍ଡଳ ସ୍ତରୀୟ ସୁରଭି ବୁଧବାର ଦିନ ଧଳାପଥର କଳାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ ପୌରୋହିତ ଓ ଶିକ୍ଷକ ସୁସ୍ମିକାନ୍ତ ନାୟକ ଙ୍କ ସଂଯୋଜନାରେ ହୋଇଥିବା ଉଦଘାଟାନୀ ଉତ୍ସବ ରେ ବରିଷ୍ଠ ଶିକ୍ଷାବିତ୍ତ ଧଳାପଥର ମୁଖ୍ୟ ଅତିଥି, ନୟାଗଡ଼ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର ମୁଖ୍ୟ ବକ୍ତା, ବୋଲଗଡ଼ ସହ ଶିକ୍ଷା… Continue reading ବୋଲଗଡ଼ରେ ମଣ୍ଡଳସ୍ତରୀୟ ସୁରଭି ଅନୁଷ୍ଠିତ
ବୋଲଗଡ଼ରେ ମଣ୍ଡଳସ୍ତରୀୟ ସୁରଭି ଅନୁଷ୍ଠିତ