ଭୁବନେଶ୍ୱର ତା ୩/୧୧ଖ୍ୟାତନାମା ଡାକ୍ତର ,ଓଡ଼ିଆ ଭାଷା , ସାହିତ୍ୟ -ସଂସ୍କୃତି ପ୍ରେମୀ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଣ୍ଡଳର ଗୋପବନ୍ଧୁ ସଭା କକ୍ଷରେ ଶ୍ରୀ ସୀତା ବଲ୍ଲଭ ମହାପାତ୍ର ଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶ୍ରୀ ଅଲେଖ ଚନ୍ଦ୍ର ପଢ଼ିଆରୀ, ଡାକ୍ତର ଅକ୍ଷୟ ମିଶ୍ର, ପର୍ଶୁରାମ ଦ୍ଵିବେଦୀ, ଆରତି କର, ବାସନ୍ତୀ ତ୍ରିପାଠୀ,ରାମ ନାରାୟଣ ମିଶ୍ର, ମନୋଜ ଜେନା, ବିରଜା ପ୍ରସାଦ ଶତପଥୀ, ନୀଳ ମୋହନ ତ୍ରିପାଠୀ, ସୁନିଲ ମହାପାତ୍ର, ଜ୍ଞାନ ରଞ୍ଜନ ଦାଶ, ପୁଣ୍ୟ ପ୍ରଦୀପ ମିଶ୍ର, କୈଳାସ ଚନ୍ଦ୍ର ରଥ, ପ୍ରଭାତ ଦାଶ, ବଂଶୀଧର ସେଠୀ ଓ ଗୋଲକ ନାୟକ ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ , ଭୁବନେଶ୍ୱର ଓ ସହରର ଏକ ମୁଖ୍ୟ ସ୍ଥାନରେ ଡାକ୍ତର ମହାପାତ୍ରଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ ନିଷ୍ପତି ନିଆଯାଇଥିଲା।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଚିଲିକା ଅଞ୍ଚଳରୁ ସିରିଜ ଲୁଟ ଘଟଣା: କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଉଦ୍ଧାର, ୧୨ ଗିରଫ.
ଖୋରଧା: ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି
ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ତା ୩/୧୧ଖ୍ୟାତନାମା ଡାକ୍ତର ,ଓଡ଼ିଆ ଭାଷା , ସାହିତ୍ୟ -ସଂସ୍କୃତି ପ୍ରେମୀ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ
ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଖୋର୍ଦ୍ଧା,୨ ।୧୧:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ଦୁଇ ଜଣ ବିଦ୍ୟାର୍ଥୀ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି
ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ
ବାଲିଅନ୍ତା,(ଗୋବର୍ଦ୍ଧନ ଦାସ): ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି l ଥାନା ଅଧିକାରୀ
ମା,ମାଟି ପ୍ରତି ଅନୁରକ୍ତ ହୁଅନ୍ତୁ ଆଜିର ଯୁବପୀଢ଼ି/ସ୍ବର୍ଗତ ରଜନୀବିଶ୍ୱାଳ ଓ ଜଳଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିରେ ପୁସ୍ତକ ଉନ୍ମୋଚିତ
ଖୋର୍ଦ୍ଧା ତା 02/11/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଜ୍ୟପୂଜା ସଂସ୍କୃତି ପ୍ରାଣ, ବରିଷ୍ଠ ସମାଜସେବୀକା ସ୍ବର୍ଗତା ରଜନୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ନିଜଜନ୍ମ
ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠରେ ସମ୍ବର୍ଦ୍ଧନା ସମାରୋହ
ଚିଲିକା,୧/୧୧(ଆ.ପ୍ର.) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସନ୍ନିକଟ ଡାବରଧୂଆପାଟଣା ଗ୍ରାମରେ ପ୍ରତିଷ୍ଠିତ ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ମଙ୍ଗରାଜଙ୍କ ଗତ ଅକ୍ଟୋବରମାସ
ଛତିଶଗଡରେ ଓଡ଼ିଆ କଳାକାର ପୁରସ୍କୃତ
ଖୋର୍ଦ୍ଧା,୧ ।୧୧:ଛତିଶଗଡ଼, ଭିଲାଇ ସ୍ଥିତ ନୃତ୍ୟ ଧାମ କଳାସମିତି ପକ୍ଷରୁ ଆୟୋଜିତ ଦେଶ ରାଗ -୨୦୨୬ ଜାତୀୟ ନୃତ୍ୟ ଉତ୍ସବରେ ବାଲୁଗାଁ ସ୍ଥିତ ଉତ୍ତରାୟଣୀ ସଂଗୀତ ବିଦ୍ୟାଳୟର
ଲୋକିପୁର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।
ଖୋର୍ଦ୍ଧା,୧ ।୧୧:ବାଣପୁର ବ୍ଲକ, ନାଚୁଣୀ କ୍ଲଷ୍ଟର ଅନ୍ତର୍ଗତ ଲୋକିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧିଙ୍କର କାର୍ଯ୍ୟ ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ
ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ
ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ବଡ଼କୁଳ ହାଇସ୍କୁଲରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନା
ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ
ବାଲୁଗାଁ,: ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ବାଲୁଗାଁ ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା
ପୋଲିସ ପୋଷାକ ପଛରେ ମା’ ର ମମତା: କଅଁଳ ଶିଶୁକୁ ଛାତିରେ ଧରି ଜୀବନ ବଞ୍ଚାଇଲେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ
ବାଲୁଗାଁ, ପୋଲିସ ହେଲେ ବି ମା' ପ୍ରଥମେ - ଏଭଳି ମାନବିକତା ଦେଖାଇଲେ ବାଲୁଗାଁ ଥାନା ଅଧିକାରିଣୀ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ କଲ୍ୟାଣ ମଣ୍ଡପ ସାମ୍ନାରେ
ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶପାଇଁପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ ।ଜାଗ ଓ ଦେଶ ପାଇଁ ଭାବ : ବାବା ବଳିଆ
ଭୁବନେଶ୍ୱର, ତା ୩୧.୧୦ ଓଡିଶାର ଅଧ୍ୟାତ୍ମ ଜଗତରେ ଜଣେ ପ୍ରତିଷ୍ଠିତ ନାମ ଶ୍ରୀମଦ୍ ବାବା ବଳିଆ । ନିଜର ସାଧନା ତଥା ସେବା ବଳରେ ଜନମାନସରେ ଜଣେ
ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ବିଷ୍ଣୁ ମେଳନ
ବାଲୁଗାଁ, ପରମ୍ପରା ଅନୁଯାୟୀ ମା' ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ବାଲୁଗାଁ ପାଟଣା ସାହିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଶନିବାର ଦିନ ବିଷ୍ଣୁ ମିଳନ ମହୋତ୍ସବ ଅନୁଷ୍ଠିତ
ରାଷ୍ଟ୍ରୀୟ ଏକତା ଦିବସରେ ବାଲୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ
ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପରିସରରେ ଏହି
ବେଗୁନିଆ ମଣ୍ଡଳ ଶିଶୁ ମହୋତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା,୨୯ ।୧୦:ଆସନ୍ତା ୪ତାରିଖ ବୁଧବାର ଦିନ ପିଏମଶ୍ରୀ ଗୋପବନ୍ଧୁ ସରକାରୀଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବେଗୁନିଆ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନିମିତ୍ତ ଗୁରୁବାର ଦିନ
ବିଶିଷ୍ଟ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପାଳିତା
ଖୋର୍ଦ୍ଧା,୨୯ ।୧୦:ବାଣପୁର ଅଞ୍ଚଳର ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂସ୍ପର୍ଶରେ ଆସି ଅବିଭକ୍ତ ବାଣପୁର (ପାରିକୁଦ ଠାରୁ ଆରମ୍ଭ କରି ବାଣପୁର ଓ ରାମେଶ୍ୱର ପର୍ଯ୍ୟନ୍ତ ଏକଦା
ନାଚୁଣୀ କଲେଜରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ।
ଖୋର୍ଦ୍ଧା,୨୯ ।୧୦: ନାଚୁଣୀ ମହାବିଦ୍ୟାଳୟଠାରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ
ମଣ୍ଡଳ ସ୍ତରୀୟ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଙ୍ଗ କମିଟି ଦ୍ୱାରା ମୂଲ୍ୟାୟନ ।
ଖୋର୍ଦ୍ଧା,୨୮।୧୦:ବିଦ୍ୟାଳୟ ସାମଗ୍ରିକ ବିକାଶ, ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା
କର୍କଟ ପୀଡିତ ଶିବସୁନ୍ଦରଙ୍କୁ ସହାୟତା ପାଇଁ ନିବେଦନ
କେଉଁଝର /ହାଟଡ଼ିହି ତା 28/10/26 କେଉଁଝର ଜିଲ୍ଲା ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ଯଶୋବନ୍ତପୁର ଗ୍ରାମ ବାସିନ୍ଦା ଶିବ ସୁନ୍ଦର ଜେନା ଘାତକ କର୍କଟ ରୋଗରେ ପୀଡିତ l
ହାପି ମୋମେଣ୍ଟସ୍ ଇଣ୍ଡିଆ ପକ୍ଷରୁ ବିଭିନ୍ନ କ୍ଷେତ୍ରର ପ୍ରତିଭାଧରଙ୍କୁ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ପ୍ରଦାନ ଜୁହାର ଓଡିଶା ଦିବସ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ l
l ଭୁବନେଶ୍ୱର, ୨୮/୧୦, ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପକ୍ଷରୁ ୧୪ତମ ‘ଜୁହାର ଓଡ଼ିଶା ଦିବସ’ ପାଳନ ଅବସରରେ ‘ପ୍ରତିଭା ଉତ୍ସବ–୨୦୨୬’ ଏବଂ ‘ଭାରତ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା