ସମାଜରେ ଏବେବି ସାମାଜିକ କୁସଂସ୍କାର ରହିଛି

ଆର୍ଯ୍ୟସମାଜ ପକ୍ଷରୁ ମହର୍ଷି ଦୟାନନ୍ଦଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ ପାଳିତଭୁବନେଶ୍ୱର, ତା ୯.୧୧ : ଭାରତବର୍ଷରେ ୧୮୭୫ ମସିହାରେ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀ ଅରବିନ୍ଦ ନଗର ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପୂର୍ବତନ ଡିନ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର… Continue reading ସମାଜରେ ଏବେବି ସାମାଜିକ କୁସଂସ୍କାର ରହିଛି

ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ତା ୧୦.୧୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ସ୍ୱର୍ଗତ… Continue reading ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ବୋଲଗଡ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଅନୁଷ୍ଠିତ

ଚିଲିକା,୧୦।୧୧:ବୋଲଗଡ଼ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଓରିଏଣ୍ଟସନ ୨୦୨୬ମଙ୍ଗଳ ବାର ଦିନ ବାମନ ଉଚ୍ଚ ବିଦ୍ୟାଳୟ,, ବୋଲଗଡରେ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୋଲଗଡ଼ ପଂଚାୟତ ସମିତିଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ମୁଖ୍ୟ ଅତିଥି, ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ମୁଖ୍ୟ ବକ୍ତା,ବୋଲଗଡ଼ ମଣ୍ଡଳ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା,ସହ ଗୋଷ୍ଠୀ ଶିକ୍ଷା… Continue reading ବୋଲଗଡ ମଣ୍ଡଳ ସ୍ତରୀୟ ମେଗା ଆଡ଼ମିସନ କ୍ୟାମ୍ପେନ ଅନୁଷ୍ଠିତ

ବୈଦ୍ୟରାଜ ମାଧବ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ।

ଖୋର୍ଦ୍ଧା,୧୦।୧୧:ରାଜ୍ୟର ବିଶିଷ୍ଟ କବିରାଜ ବୈଦ୍ୟ ସ୍ବର୍ଗତ ମାଧବ ଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧ ଉତ୍ସବ ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଶାସନ ସ୍ଥିତ ଜୟଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାଧଵଚନ୍ଦ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଉପଲକ୍ଷେ ସାଧାରଣ ସଭାରେ ସଂସଦ ର ସଭାପତି ରାମଚନ୍ଦ୍ର ଶତପଥି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକର ପୂର୍ବତନ ଚ଼େୟାରମ୍ୟାନ ଲଳିତ ମୋହନ ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ… Continue reading ବୈଦ୍ୟରାଜ ମାଧବ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ।

ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ I

ଖୋର୍ଦ୍ଧା, ୯ ।୧୧:ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ ଓରିଏଣ୍ଟେସନ୍ -୨୦୨୬ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ସୋମବାର ଦିନ ଅନୁଷ୍ଠିତ ହେଇଯାଇଛି | ଏଥିରେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରା ମୁଖ୍ୟ ଅତିଥି,ମିଳିତ ସଂଘର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ବକ୍ତା, ଦୁଇ – ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁରେଶ ଚନ୍ଦ୍ର ସେଠୀ ଓ ତ୍ରିନାଥ ବେହେରା… Continue reading ବେଗୁନିଆ ମଣ୍ଡଳ ସ୍ତରୀୟ ମେଗା ଆଡମିଶନ୍ କ୍ୟାମ୍ପେନ I

ଚିଲିକାରେ ୨୦୦୦ ହେକ୍ଟରରୁ ଉର୍ଦ୍ଧ୍ୱ ଘେରି ଉଛେଦ

ବାଲୁଗାଁ, ଦୀର୍ଘ ୬ ମାସ ପରେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡ଼େଇଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି।ବାରମ୍ବାର ତାଗିଦ୍ ସତ୍ତ୍ୱେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି କବଳରେ ଚିଲିକା ରହିଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ପାଖାପାଖି ୨୦୦୦ ହେକ୍ଟରରୁ ଉର୍ଦ୍ଧ୍ବ… Continue reading ଚିଲିକାରେ ୨୦୦୦ ହେକ୍ଟରରୁ ଉର୍ଦ୍ଧ୍ୱ ଘେରି ଉଛେଦ

You cannot copy content of this page