ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, 14/02: ଜାମୁକାଶ୍ମୀର ର ପୁଲୱାମା ଠାରେ ଛବର୍ଷ ପୂର୍ବେ 2019 ମସିହା ରେ ଆତଙ୍କବାଦୀ ଆକ୍ରମଣରେ 40ଜଣ ବୀର ଯବାନ ଶହୀଦ ହେଇଥିଲେ l ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ମହିମା ସେବା ଫାଉଣ୍ଡେସନ ଓ ସବୁଜଭାରତ ସଂଗଠନର ମିଳିତ ପ୍ରୟାସରେ ଶହୀଦ ମାନଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଓ ବୀର ଯବାନଙ୍କ ଭୂମିକା ସମ୍ପର୍କ ରେ ସ୍ମୃତିଚାରଣ କରାଯାଇଥିଲା l ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟପ୍ରାଣ ବ୍ରଜବନ୍ଧୁ ପରିଡା, ସମାଜସେବୀ ନାରାୟଣ ଖୁଣ୍ଟିଆ, ସାମ୍ବାଦିକ ରମେଶ କୁମାର ମହାପାତ୍ର, ନବ କିଶୋର ପ୍ରଧାନ ସତ୍ୟବ୍ରତ ଜେନା, ଅନୁସୂୟା ପ୍ରମୁଖ ଉପସ୍ଥିତ ରହିବା ସହ ଦେଶ ମାତୃକା ସେବା ପାଇଁ ସର୍ବଦା ଶହୀଦ ଚିରସ୍ମରଣୀୟ ରହିବେ ବୋଲି କହିଥିଲେ l କାର୍ଯ୍ୟକ୍ରମକୁ ପ୍ରିୟବ୍ରତ ବାରିକ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page