ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ବିବାହ ଓ ବ୍ରତୋପନୟନ ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ଗଣ ବିବାହ ଓ ବ୍ରତୋପନୟନ ରାଜଧାନୀ ଭୁବନେଶ୍ୱର ତଥା ଖୋର୍ଦ୍ଧା, କୋଣାର୍କ, ବାଲିପାଟଣା ପ୍ରମୁଖ ସ୍ଥାନରେ ସଂଗଠନର ପ୍ରତିଷ୍ଠାତା ତଥା ସମାଜସେବୀ ସିତାଶୁଂ ଶେଖର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗଣବିବାହ ଓ ବ୍ରତୋପୟନ କାର୍ଯ୍ୟକ୍ରମରେ କନ୍ୟା ପିତା ଭାବେ କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ଓ ବର ପିତା ଭାବେ ସୀତାଶୁଂ ଶେଖର ମହାରଣା ଉପସ୍ଥିତ ରହିବା ସହ ନବ ଦମ୍ପତି ଓ… Continue reading ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ବିବାହ ଓ ବ୍ରତୋପନୟନ ଅନୁଷ୍ଠିତ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବିଶ୍ୱ ମାନବାଧିକାର ଦିବସ 2025” ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ଵମାନବାଧିକାର ଦିବସ ଅବସରରେ ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ”, ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ, ବାଗ୍ନୀ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ରେ ସ୍ଥାନୀୟ ଖାରବେଳନଗର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ, ଅଧିବକ୍ତା, ମାନବବାଦର ସୁରକ୍ଷାକର୍ମୀ ପରିବେଶ ସଚେତନତା ଧର୍ମୀ ସାରସ୍ୱତ… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବିଶ୍ୱ ମାନବାଧିକାର ଦିବସ 2025” ଅନୁଷ୍ଠିତ

ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

cowseva pratinidhi dal

ଭୁବନେଶ୍ୱର: ସେବା ପ୍ରତିନିଧି ର ସଭାପତି ନୀଳମଣି ମିଶ୍ରଙ୍କ ସଭାପତିତ୍ବରେ କେଦାରଲେନ ଥିବା ଶ୍ରୀଜଗନ୍ନାଥ ଗୋଶାଳାରେ ଗୋମାତାଙ୍କୁ ଶୀତ ବସ୍ତ୍ର ପ୍ରଦାନ ସହିତ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ସ୍ୱାସ୍ଥ୍ୟସେବା ଦିବସ ଅବସରରେ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ବୁଲୁଥିବା ଷଣ୍ଢ, ଗୋମାତା ପ୍ରମୁଖଙ୍କୁ ଖାଦ୍ୟ ବସ୍ତ୍ର ସହ ପୂଜନ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା l ଗୋ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ l ଉକ୍ତ… Continue reading ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ବେଆଇନ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

odisha private udyogi majdur mahasangh strike

ଭୁବନେଶ୍ୱର : ଓଡିଶାର ବିଭିନ୍ନ ଘରୋଇ ଉଦ୍ୟୋଗ ମାନଙ୍କରେ ବୃଦ୍ଧି ପାଇଥିବା ବେଆଇନ ଶ୍ରମିକ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ଘରୋଇ ଉଦ୍ୟୋଟ ମଜଦୁର ମହାସଂଘ ପକ୍ଷରୁ ରାଜ୍ୟ ଶ୍ରମ ଆୟୁକଙ୍କ କାର୍ଯ୍ୟାଳୟ ସମ୍‌ମୁଖରେ ଏକ ବିଶାଳ ଗଣଧାରଣା ଦିଆଯାଇଛି। ଟାଟା ପାୱାରରେ ବେଆଇନ ଛଟେଇର ଶିକାର ହୋଇଥ‌ିବା ୨୫୦ ରୁ ଉର୍ଦ୍ଧ୍ଵ ସିସିଇ ଏବଂ ଅନ୍ୟ ବର୍ଗ ଶ୍ରମିକଙ୍କ ପୁନଃ ନିଯୁକ୍ତି, MSP Sponz Iron Mazdoor Sangh ର ସାଧାରଣ… Continue reading ବେଆଇନ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

ପ୍ରଥମ ଟି-୨୦: ଭାରତ ୧୦୧ ରନରେ ବିଶାଳ ବିଜୟ ହାସଲ କଲା

କଟକ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଲାଇଭ୍ ସ୍କୋର, ପ୍ରଥମ ଟି-୨୦ ମ୍ୟାଚ୍ (ଭାରତ ଜାତୀୟ କ୍ରିକେଟ୍ ଦଳ ବନାମ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ୍ ଦଳ): ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲ୍ ରେ ୫୯ ରନର ଏକ ଚମତ୍କାର ଅପରାଜିତ ଇନିଂସ ଖେଳି ଭାରତ ମଙ୍ଗଳବାର ଏଠାରେ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି। କ୍ୱାଡ୍ରିସେପ୍ ଆଘାତରୁ ସୁସ୍ଥ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ, ପାଣ୍ଡ୍ୟା ଛଅ… Continue reading ପ୍ରଥମ ଟି-୨୦: ଭାରତ ୧୦୧ ରନରେ ବିଶାଳ ବିଜୟ ହାସଲ କଲା

ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା

ଭୁବନେଶ୍ୱର: ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା ଏବଂଶାରିରୀକ ବିକାଶ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ଶିଶୁ ଅନନ୍ତ ମହାବିଦ୍ୟାଳୟର  ଅଠଚାଳିଶତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନାଦୃତ ପ୍ରଶାସନିକ ଅଧିକାରିଣୀ ତଥା ବାଲିପାଟଣା ତହସିଲଦାର କଳ୍ପନା ଦାସ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର କର୍ମ ପ୍ରବୀଣା ଅଧ୍ୟକ୍ଷା ଡଃ ମଧୁମତୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ… Continue reading ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା

ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେବା ପ୍ରତିନିଧି ର ସଭାପତି ନୀଳମଣି ମିଶ୍ରଙ୍କ ସଭାପତିତ୍ବରେ କେଦାରଲେନ ଥିବା ଶ୍ରୀଜଗନ୍ନାଥ ଗୋଶାଳାରେ ଗୋମାତାଙ୍କୁ ଶୀତ ବସ୍ତ୍ର ପ୍ରଦାନ ସହିତ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ସ୍ୱାସ୍ଥ୍ୟସେବା ଦିବସ ଅବସରରେ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେବୁଲୁଥିବା ଷଣ୍ଢ, ଗୋମାତା ପ୍ରମୁଖଙ୍କୁ ଖାଦ୍ୟ ବସ୍ତ୍ର ସହ ପୂଜନ କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା l ଗୋ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ… Continue reading ସେବା ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ରାଉରକେଲା: ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଅଧିନସ୍ତ ରାଉରକେଲା ଇସ୍ପାତ କାରଖାନାକୁ ଲିଜ୍‌ ଦିଆଯାଇଥିବା ଅବ୍ୟବହୃତ ସରକାରୀ ଜମିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପ ଓ ରାଉରକେଲା ବିମାନବନ୍ଦର ବିକାଶରେ ବାଧା ଦୂର କରିବା ଉପରେ ଗୁରୁତ୍ବI ରାଉରକେଲାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ଆରଏସପି କୁ ପୂର୍ବରୁ ଲିଜ୍‌ ଦିଆଯାଇଥିବା ସରକାରୀ ଜମିର ଅବ୍ୟବହାର ଓ ଜବରଦଖଲକାରୀ ଙ୍କ ଦ୍ଵାରା ଅବୈଧ… Continue reading ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ଆହ୍ୱାନ “ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ” ଶୀର୍ଷକ ଆଲୋଚନା ଚକ୍ର ଓ ମାସିକ କର୍ମଶାଳା ସମୀକ୍ଷା ବୈଠକ ବିଜୟ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ସହିତ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ,ଡି, ଆଇ, ବି, ବ୍ୟାଙ୍କର ଉପପ୍ରବନ୍ଧକ ଓ ଏମଏସ ଏମ… Continue reading ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ସଙ୍ଗୀତ ମାଧ୍ୟମରେ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କଥା ଦେଇଥିଲେ ନିଶ୍ଚୟ ଗାଇବା ପାଇଁ ଓ ଏ ଗୀତ ଆଉ କାହାକୁ ଦେବେନି ବୋଲି ମଧ୍ୟ କହିଥିଲେ । ତିନିଦିନ ପରେ ଗୀତ ଗାଇବାକୁ କଥା ଦେଇଥିବା କଣ୍ଠଶିଳ୍ପୀ ମେଡ଼ିକାଲରେ ଚିକିତ୍ସା ପାଇଁ ଚାଲି ଯାଇଥିଲେ । ତାପରେ ସେ ଏ ଦୁନିଆ ଛାଡି ଚାଲିଗଲେ । ଆଜି ସୁର ଭାଇବ୍ରେସନ ଷ୍ଟୁଡିଓ ଠାରେ ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ସେଇ ସଙ୍ଗୀତକୁ ସମର୍ପିତ କରି “କୁଆଡେ ଗଲୁ କୁଆଡେ ଗଲୁ” ଅଡିଓ… Continue reading ସଙ୍ଗୀତ ମାଧ୍ୟମରେ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

You cannot copy content of this page