ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି ଲଙ୍କାଗଡ I ସିନେମାରେ ମୁଖ୍ୟ ଅଭିନେତା ଓ ସିନେମା ର ପ୍ରଯୋଜକ ରମେଶ ନାୟକ(ରାବଣ)। ରମେଶ ଆଗରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ହେଲେ ଏହି ସିନେମା ତାଙ୍କ ନିଜ ବ୍ୟାନର୍ ଏସ୍‌.ଡି… Continue reading ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ “ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ସସ୍ମିତା ଗୌଡ଼। ଓଡ଼ିଆ ମ୍ୟୁସିକ୍ ଭିଡିଓ ଇଣ୍ଡଷ୍ଟ୍ରିରେ ଶିବରାମ ଓ ଦୀପ୍ତି ଆଗରୁ ବହୁ ଆଲବମ୍ ଓ ମ୍ୟୁସିକ୍ ଭିଡିଓ ରେ ଅଭିନୟ କରିସାରିଛନ୍ତି ଓ ଏକ ନୂତନ ଧରଣର ମ୍ୟୁସିକ୍… Continue reading ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ବଲାଙ୍ଗିର: ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ ଏକ୍ସପାର୍ଟ ଅସୀମ କୁମାର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ । ସାଇବର ଠକଙ୍କ ଠାରୁ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ମୁଖ୍ୟ ଅତିଥି ଛାତ୍ର… Continue reading ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ

ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମର ୧୪ ବର୍ଷ ଝିଅ ଚୁଲବୁଲି ବଞ୍ଛୋର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ 4% ରକ୍ତ ଥିବାରୁ ଜରୁରି ପରିସ୍ଥିତିରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ l ବଲାଙ୍ଗୀରରେ ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ ରକ୍ତ ଯୋଗାଡ଼ କରିବାରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଖବର ପାଇ ସେମାନେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ୍… Continue reading ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ

ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ ପାଇଲଟ୍ ଙ୍କୁ ‘ମେଡେ’ ସଙ୍କେତ ଦେବା ପରେ ବିମାନଟିକୁ ବାଧ୍ୟ ହୋଇ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସୂଚନା ଅନୁସାରେ, ବିମାନଟି ଦିନ ୧୨ଟା ୨୫ ମିନିଟ୍‌ରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରିଥିଲା। ବିମାନରେ ୨ ଜଣ ପାଇଲଟ୍—… Continue reading ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା

ଭୁବନେଶ୍ୱର: ନିଃସ୍ୱାର୍ଥ ସେବା ଓଡ଼ିଶା ର ସପ୍ତମ ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି ସଂଗଠନ । କୌଣସି ଚାକଚକ୍ୟ ଉତ୍ସବ ପାଳନ ନକରି ଜଣେ ଅସହାୟ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ । ଆଚାର୍ଯ୍ୟ ହରିହର ମେଡ଼ିକାଲ ରେ ସଂଗଠନ ର କର୍ମକର୍ତ୍ତା ପହଞ୍ଚି ବାଲେଶ୍ୱର ଜିଲ୍ଲାର ପଚାଶ ବର୍ଷୀୟ କର୍କଟ ରୋଗୀ ଜୟନ୍ତ ଗିରୀଙ୍କୁ କୋଟିଏ ହଜାର କୋଟିଏ ଟଙ୍କା ଅର୍ଥରାଶି ପ୍ରଦାନ କରିଛି ସଂଗଠନ ।… Continue reading ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା

ଖୋର୍ଦ୍ଧା: ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ସୋନାମିକା ରାୟ, ସୟ-ଶିକ୍ଷାଧିକାରିଣୀ ପ୍ରଜ୍ଞାପରମିତା ଜେନା, ସହ-ଶିକ୍ଷାଅଧିକାରିଣୀ ରଶ୍ମିବାଳା ପରିଡ଼ା,ସହ-ଶିକ୍ଷାଅଧିକାରୀ ବିଜୟ କୁମାର ବେହେରାଙ୍କୁ ଭେଟି ଇଁରାଜୀ ନବବର୍ଷର ଅଭିନନ୍ଦନ ଜ୍ଞାପନ କରାଗଲା। ଅତ୍ୟନ୍ତ ଖୁସି ପ୍ରକଟ କରି ଶୁଭେଚ୍ଛା ଜଣାଇବା ସହିତ, ଜିଲ୍ଲା ଶିକ୍ଷାଧିକାରିଣୀ ମହୋଦୟା ସମସ୍ତ ସ୍କୁଲ ରେ ଶତପ୍ରତିଶତ ପାସ ହାର ଓ ଏ ୧ ଗ୍ରେଡ୍ ଅଧିକରୁ ଅଧିକ ନେବା ପାଇଁ… Continue reading ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା

ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ

ପୁରୀ: ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍‌ରେ କାର୍ଯ୍ୟରତ ଜଣେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ନ୍ୟୁଜ୍-୭ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ପିପିଲି ନିକଟ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳା ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ… Continue reading ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ

ସତ୍ୟ ପ୍ରକାଶ ମିଶ୍ର ବିକଶିତ ଭାରତ ଚ୍ୟାଲେଞ୍ଜର ରାଜ୍ୟ ଚ୍ୟାମ୍ପିଅନ

ନୂଆଦିଲ୍ଲୀ ଜାତୀୟ ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ଵ କରିବେ ରାଉରକେଲାର: ଓଡ଼ିଶା ପାଇଁ ଗୌରବ ଓ ଯୁବ ପିଢ଼ି ପାଇଁ ପ୍ରେରଣା ନେଇ ଆସିଛନ୍ତି ରାଉରକେଲାର ସତ୍ୟ ପ୍ରକାଶ ମିଶ୍ର। ‘ବିକସିତ ଭାରତ ଚ୍ୟାଲେଞ୍ଜ’ ଅଧୀନରେ ଆୟୋଜିତ ‘ବିକସିତ ଭାରତ ଯୁବ ନେତୃତ୍ୱ ସଂଳାପ – ୨୦୨୬’ ରେ ସେ ରାଜ୍ୟ ସ୍ତରୀୟ ଚମ୍ପିଆନ ଭାବେ ବିଜୟୀ ହୋଇ ଓଡ଼ିଶାର ପ୍ରତିନିଧି ଭାବେ ଜାତୀୟ ସ୍ତରକୁ ଚୟନିତ ହୋଇଛନ୍ତି। ଏହି ସମ୍ମାନଜନକ ସଫଳତା ହାସଲ କରିବା ପାଇଁ ସତ୍ୟ… Continue reading ସତ୍ୟ ପ୍ରକାଶ ମିଶ୍ର ବିକଶିତ ଭାରତ ଚ୍ୟାଲେଞ୍ଜର ରାଜ୍ୟ ଚ୍ୟାମ୍ପିଅନ

ମହିମା ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର /ଅନ୍ଧାରୁଆ: ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପ୍ରଭୁଦ୍ଧବିହାର ଠାରେ ପୌଷ ଶୁକ୍ଳ ଚତୁର୍ଦଶୀ ଦିନ ମହିମା ମହୋତ୍ସବ ଉକ୍ତ ଧାମର ପ୍ରତିଷ୍ଠାତା ତଥା ସିଦ୍ଧପୁରୁଷ ବ୍ରହ୍ମଲୀନ ଜୟକୃଷ୍ଣ ବାବାଙ୍କ ପୂର୍ବ ଆଦେଶ ଅନୁସାରେ ମହାଆଡମ୍ବର ସହ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି l ସାଧୁଭିକ୍ଷା, ବେଢାପରିକ୍ରମା, ଘୃତବତୀ ପ୍ରଜ୍ବଳନ, ସାୟଂଶରଣ ଦର୍ଶନ, ବିଶ୍ୱନିମିତ୍ତ ପ୍ରାର୍ଥନା, ସତସଙ୍ଗ ଓ ଧର୍ମାଲୋଚନା ସହ ପ୍ରମୁଖ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇଥିଲା l ସାଧୁ ଭାରଦ୍ୱାଜ ଦାସ, ସାଧୁ ତିରୁପତି ଦାସଙ୍କ ସହିତ… Continue reading ମହିମା ମହୋତ୍ସବ ଅନୁଷ୍ଠିତ

You cannot copy content of this page