ଗୋଲାମୁଣ୍ଡା, ଜନ୍ମେଜୟ ନାଏକ ଙ୍କ ରିପୋର୍ଟ: ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତରେ ପ୍ରଥମ ଦିବସ ମହା ସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକର ସମ୍ମାନୀୟ ତହସିଲଦାର ଚନ୍ଦନ କୁମାର ନାୟକ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁଭାଷ ନାଏକ,… Continue reading ଶିଶୁ ବାଟିକା ପ୍ରବେଶ ଉତ୍ସବ
ଶିଶୁ ବାଟିକା ପ୍ରବେଶ ଉତ୍ସବ