କଳାହାଣ୍ଡି,(କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନରେ ଥିବା ସରପଞ୍ଚ ସଙ୍ଘ ର ସଭାପତି ନକୁଳ ନାଏକ (ଲଡ଼ୁ ଗାଁ) ଙ୍କ ନେତୃତ୍ୱରେ ବୁଧବାର କୋକସରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଓ ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ଉପଢୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି।ଏହି ଦୁଇ ଅଧିକାରୀ ନୂତନ ଭାବେ ଯୋଗଦାନ କରିଥିବାରୁ କୋକସରା ବ୍ଲକ ଓ ୨୨… Continue reading କୋକସରା ବିଡ଼ିଓ, ତହସିଲଦାରଙ୍କୁ ସରପଞ୍ଚ ସଂଘ କଲେ ସ୍ୱାଗତ ଓ ସମ୍ବର୍ଦ୍ଧନା
କୋକସରା ବିଡ଼ିଓ, ତହସିଲଦାରଙ୍କୁ ସରପଞ୍ଚ ସଂଘ କଲେ ସ୍ୱାଗତ ଓ ସମ୍ବର୍ଦ୍ଧନା