ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତ

ଭୁବନ, (ବିମଳ କୁମାର ରଣା): ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତଭୁବନ, (ବିମଳ କୁମାର ରଣା): ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ପବିତ୍ର ସ୍ନାନ ଯାତ୍ରାରେ ସାରା ରାଜ୍ୟରେ ପାଳନ କରାଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୁର୍ତି ରତ୍ନ ସିଂହାସନ ଛାଡି ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଛନ୍ତି। ସ୍ୱୟଂ ଭଗବାନ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ମଣ୍ଡପରୁ ବାହାରି ସ୍ନାନ ବେଦୀକୁ… Continue reading ଓଡ଼ିଶ ଗ୍ରାମରେ ସ୍ନାନଯାତ୍ରା ଅନୁଷ୍ଠିତ

ବାଲିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଚିଲିକା, ୧।୭: ବାଣପୁର ବ୍ଲକ ଅନ୍ତର୍ଗତ ବାଲିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ୩୦ ତାରିଖ ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ମାନଙ୍କ ତରଫରୁ ଦିଆଯାଇଅଛି । ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସର୍ବ ପ୍ରଥମେ ଅବସର ନେଉଥିବ… Continue reading ବାଲିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଦେବସ୍ନାନ ପୁର୍ଣିମାରେ ଧଉଳି ପାଦଦେଶରେ ଓଆଇସିର ବୋଧିଦ୍ରୁମ ଆରତୀ ପବିତ୍ରତା ଏଵଂ ଆନନ୍ଦର ସହ ସମ୍ପନ୍ନ।

ବାଲିଅନ୍ତା,୩0/୦୬:ପ୍ରତି ମାସ ଭଳି ଚଳିତ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଥିବା ବୋଧିଦ୍ରୁମ ମୂଳରେ ଓଡିଶା ଇଣ୍ଟରନେସନାଲ ସେଣ୍ଟର(ଓଆଇସି)ତରଫରୁ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଆଇସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ସେଠାରେ ଥିବା ଅଶ୍ଵଥ ବୃକ୍ଷମୂଳେ ପୂଜାର୍ଚନା କରିଥିଲେ l ପରେ ନିକଟରେ ଥିବା ଭଗବାନ ବୁଦ୍ଧଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ l ଉଲ୍ଲେଖ ଯୋଗ୍ୟ ୨୦୧୬ ମସିହାରେ “ଓଆଇସି’ର ପ୍ରତିଷ୍ଠାତା ସ୍ବର୍ଗତଃ ପରେଶ ନାୟକ ବୌଦ୍ଧ ସନ୍ୟାସୀମାନଙ୍କ ଗହଣରେ… Continue reading ଦେବସ୍ନାନ ପୁର୍ଣିମାରେ ଧଉଳି ପାଦଦେଶରେ ଓଆଇସିର ବୋଧିଦ୍ରୁମ ଆରତୀ ପବିତ୍ରତା ଏଵଂ ଆନନ୍ଦର ସହ ସମ୍ପନ୍ନ।

ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 30 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ ବହି ବିଭ୍ରାଟ ଷଡ଼ଯନ୍ତ୍ର ବିଷୟରେ କହିଛନ୍ତି l ଏହି ଷଡ଼ଯନ୍ତ୍ରର ଏକ ମୁଖ୍ୟ  ଉତ୍ସ ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଏବଂ ଉତ୍ପାଦନ ବ୍ୟୁରୋ ବୋଲି ଅଭିଭାବକ ମହାସଙ୍ଘ ଅନ୍ୱେଷଣ କରି ଜାଣିବାକୁ ପାଇଛି । ତତ୍କାଳୀନ ନିର୍ଦେଶକ ମନୋଜ ପାଢ଼ୀ ଏହି ସଂସ୍ଥା କୁ ପ୍ରାୟ ୭ କୋଟି ଟଙ୍କା ମୂଲ୍ୟରେ ଟେଣ୍ଡର ଦେଇଛନ୍ତି l ଯେଉଁଠାରେ ପ୍ରାୟ ଏକ କୋଟି ଟଙ୍କାରୁ… Continue reading ଭୁଲ ବହି ତୁରନ୍ତ ପ୍ରତ୍ୟାହାର,ବହି ପ୍ରସ୍ତୁତ ଖର୍ଚ୍ଚର ସଠିକ ହିସାବ ,ଟେକ୍ସଟ ବୁକ ବ୍ୟୁରୋ କେଳେଙ୍କାରୀର ସ୍ପଷ୍ଟୀକରଣ ଦିଅ : ଓଡିଶା ଅଭିଭାବକ ମହାସଂଘ

ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଚିଲିକା,୩୦ା ୬: ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶେଖ ମୁନିର ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।. ଗତ ମଇ ମାସ ୨୬ ତାରିଖରେ ଉକ୍ତ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ତେଣୁ ଆଜି ଶ୍ରୀମତୀ ମିଶ୍ରଙ୍କ ସ୍ଥାନାନ୍ତର ଜନିତ ଏବଂ ଶ୍ରୀ ମୁନିରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଲଗଡ଼… Continue reading ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱରରେ ପତିତପାବନଙ୍କର ହାତୀ ବେଶ

ଭୁବନେଶ୍ୱର / ବାଲିଅନ୍ତା୨୯/୦୬: ପ୍ରତିବର୍ଷ ଭଳି ଚଳିତବର୍ଷ ଯଯାତି କେଶରୀଙ୍କ ଦ୍ଵାରା ସ୍ଥାପିତ ପତିତପାବନ ଦେବଙ୍କର ଭୋରୁ ଭୋରୁ ଅବକାଶ, ମଙ୍ଗଳ ଆଳତି ଆଦି ନୀତିକାନ୍ତି ପରେ ପୁରୁଣା ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଗ୍ରାମର ବ୍ରାହ୍ମଣମାନେ ପାରମ୍ପରିକ ବେଶ ପରିଧାନ କରି ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ। ପରେ ଘଣ୍ଟୁଆଙ୍କ ଘଣ୍ଟ ନାଦ ନଗର ପରିକ୍ରମା କରିଥିବା ବେଳେ ତେଲିଙ୍ଗି ବାଜା ଶ୍ରୀ ଜୀଉଙ୍କ ଆସ୍ଥାନ ନିକଟରେ ପ୍ରକମ୍ପିତ ହୋଇଥିଲା। ଏହାପରେ ଖୁଣ୍ଟିଆ ସେବକଙ୍କ ଦ୍ୱାରା ଭୋଗ ଆଳତି… Continue reading ଭୁବନେଶ୍ୱରରେ ପତିତପାବନଙ୍କର ହାତୀ ବେଶ

ନାରାୟଣ ସେବା ଫାଉଣ୍ଡେସନର ନବମ ସ୍ଵନକ୍ଷତ୍ର ଉତ୍ସବ ଶହ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ୱର ତା 29/06/26 ପବିତ୍ର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଅବସରରେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନର ନବମ ସ୍ଵନକ୍ଷତ୍ର ସହ ସାମାଜିକ କାର୍ଯ୍ୟକ୍ରମର ପୁସ୍ତିକା ଓ ସମ୍ବର୍ଦ୍ଧନା ପର୍ବ ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣାଙ୍କ ପୌରହିତ୍ୟ ଓ ସଭାପତି, ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସଂଗଠନର ବରିଷ୍ଠ ସଦସ୍ୟ ସ୍ବର୍ଗତ ବ୍ରଜବନ୍ଧୁ ପରିଡାଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା… Continue reading ନାରାୟଣ ସେବା ଫାଉଣ୍ଡେସନର ନବମ ସ୍ଵନକ୍ଷତ୍ର ଉତ୍ସବ ଶହ ପୁସ୍ତିକା ଉନ୍ମୋଚିତ

ସୁଦର୍ଶନ ଦାରୁ ପୀଠରେ ସ୍ନାନ ପୂର୍ଣ୍ଣିମା ପାଳିତ।

ବାଲିଅନ୍ତା (ଗୋବର୍ଦ୍ଧନ ଦାସ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା ଯାତ୍ରା ପାଳିତ ହୋଇ ଯାଇଅଛି।ବିଗ୍ରହମାନଙ୍କୁ ଯଥାବିଧି ଅନୁଶାରେ ଭୋର ୪.୩୦ ମଙ୍ଗଳା ଅର୍ପଣ. ସକାଳ ୫ଟା ପହଣ୍ଡି. ସକାଳ ୬.୩୦ ରେମଙ୍ଗଳା ଆଳତି ସକାଳ ୭ରେ ତଡ଼ପ ଲାଗି. ସକାଳ ୮ରେ ଅବକାଶ. ଗୋପଳ… Continue reading ସୁଦର୍ଶନ ଦାରୁ ପୀଠରେ ସ୍ନାନ ପୂର୍ଣ୍ଣିମା ପାଳିତ।

ବିନାଶ କାଳେ ବିପରୀତ ବୁଦ୍ଧି

ମୁଖ୍ୟମନ୍ତ୍ରୀ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି ନା ଇଲେକ୍ସନ୍ ପ୍ରଚାର କରିବାକୁ ଯାଇଛନ୍ତି❓ମୁଖ୍ୟମନ୍ତ୍ରୀ ମହୋଦୟ କଣ ନିୟମରୁ ଉର୍ଦ୍ଧ୍ୱରେ କି ❓ ସ୍ନାନ ମଣ୍ଡପରେ ଦର୍ଶନ ସଂକ୍ରାନ୍ତୀୟ କିଛି ନିୟମ ୨୦୧୬ ମସିହାରୁ ଲାଗୁ ହୋଇ ରହିଛି। ଭକ୍ତ ମହାବାହୁଙ୍କ ନିକଟକୁ ନଯାଇ ବ୍ୟାରିକେଡ଼ ବାହାରେ ରହି ଦର୍ଶନ କରିବେ ହେଲେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସାଂସଦ ଓ ବିଧାୟକ ଗଣ ଏହି ନିୟମକୁ ଭ୍ରୁକ୍ଷେପ କଲେ ନାହିଁ❓ ଯେଉଁ ସମୟରେ ଏହି ଫୋଟୋ ଉଠିଥିଲା… Continue reading ବିନାଶ କାଳେ ବିପରୀତ ବୁଦ୍ଧି

ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ୧୦୮ ଗରା ଜଳରେ ଦିବ୍ୟ ସ୍ନାନ

ଜୟ ଜଗନ୍ନାଥ। ସ୍ନାନ ମଣ୍ଡପରୁ ଶ୍ରୀଜୀଉମାନଙ୍କ ଦିବ୍ୟ ଦର୍ଶନ କରି ଆହ୍ଲାଦିତ ସାରା ବିଶ୍ୱ। ବର୍ଷସାରା ରତ୍ନବେଦୀରେ ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଉଥିବା ବେଳେ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାର ଏହି ପବିତ୍ର ତିଥିରେ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ବଡ଼ଠାକୁର, ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରା। ​୧୦୮ ଗରା ସୁବାସିତ ପବିତ୍ର ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଆଉ ଏହାପରେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବାକୁ ଯାଉଛନ୍ତି ତିନି ଠାକୁରଙ୍କ ଅତି ପ୍ରିୟ ‘ଗଜବେଶ’। ଶ୍ରୀକ୍ଷେତ୍ର… Continue reading ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ୧୦୮ ଗରା ଜଳରେ ଦିବ୍ୟ ସ୍ନାନ

You cannot copy content of this page