ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ଗସ୍ତ ସମୟରେ ଆୟୋଜିତ ହେଲା ମାନବ ଶୃଙ୍ଖଳ lପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନର ଜବାବ ମାଗିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ lଭୁବନେଶ୍ୱର ତା 20 l 6 l ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏକ ମାନବ ଶୃଙ୍ଖଳ ଆୟୋଜିତ ହେବା ସହିତ ପ୍ରଧାନମନ୍ତ୍ରୀ ଙ୍କୁ ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ପାଞ୍ଚୋଟି ପ୍ରଶ୍ନ ପଚରା ଯାଇଛି l ଜବାବ ମାଗୁଛି ଓଡିଶା ଶ୍ଲୋଗାନ ସହିତ ଯେଉଁ ପାଞ୍ଚୋଟି… Continue reading ମହାନଦୀ ବଞ୍ଚାଓ ଆନ୍ଦୋଳନ
ମହାନଦୀ ବଞ୍ଚାଓ ଆନ୍ଦୋଳନ